ଟ୍ରାଫିକ ପୋଲିସଙ୍କ ମହାନ କାମ, ‘ପୋଲିସ ପାଠଶାଳା’ ନାମରେ ପିଲାଙ୍କୁ ଦେଉଛନ୍ତି ମାଗଣାରେ ଶିକ୍ଷାଦାନ

ଟ୍ରାଫିକ୍‌ ପୋଲିସଙ୍କ ଅଭିନବ ପ୍ରୟାସ । ଯାହା ପ୍ରଶଂସାଯୋଗ୍ୟ । ପାଠ ପଢାଉଛନ୍ତି ଜଣେ ଟ୍ରାଫିକ ପୋଲିସ । ତାହା ପୁଣି ମାଗଣାରେ । ଗୁଜୁରାଟର ଅହମଦାବାଦ ସହରର ଜଣେ ଟ୍ରାଫିକ ପୋଲିସ ପିଲାଙ୍କୁ ମାଗଣାରେ ଦେଉଛନ୍ତି ଶିକ୍ଷାଦାନ । ‘ପୋଲିସ ପାଠଶାଳା’ ନାମରେ ଏକ ଅନୁଷ୍ଠାନ କରି ଫୁଟପାଥର ପିଲାଙ୍କୁ ପାଠ ପଢ଼ାଉଛନ୍ତି । ପାଖାପାଖି ୧୫୦ରୁ ୨୦୦ ପିଲାଙ୍କୁ ମାଗଣାରେ ପାଠ ପଢ଼ଉଛନ୍ତି । ତାଙ୍କ ଅନୁଷ୍ଠାନରେ ପାଠପଢିବାକୁ ପିଲାଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି । ପାଠ ପଢାଇବା ସହ ପିଲାଙ୍କୁ ଖାତା ବହି ବି ମାଗଣାରେ ଯୋଗାଇଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.