Categories: ସ୍ପେଶାଲ

ଖରାପ ସମୟ ହେଲା ସମାପ୍ତ, ମଙ୍ଗଳବାରରୁ ଏହି ୫ ରାଶିର ଆରମ୍ଭ ହେଉଛି ଶୁଭ ଦିନ

ଆଜି ଆମେ ଆପଣଙ୍କୁ ସେହି ରାଶି ବିଷୟରେ କହିବାକୁ ଯାଉଛୁ , ଯେଉଁ ରାଶି ଉପରେ ଆଗାମୀ ମଙ୍ଗଳବାରରେ ବିଶେଷ ଯୋଗ ରହିଛି। ବଜରଙ୍ଗବଲୀଙ୍କ କୃପାରୁ ଏହି ରାଶିର ଲୋକଙ୍କ ଜୀବନରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ବଜରଙ୍ଗବଲୀଙ୍କର କୃପାରୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ବିଶେଷ ଖୁସି ଖବର ମିଳିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହା କେଉଁ କେଉଁ ରାଶି ଯାହା ଉପରେ ମହାବୀରଙ୍କର ଅପାର କୃପା ହେବାକୁ ଯାଉଛି।

ମେଷ ରାଶି

ପରିବାରରେ ଆପଣଙ୍କୁ ଆପଣଙ୍କ ମାତାପିତାଙ୍କ ସହଯୋଗ ଅଧିକ ମିଳିବ। ଆପଣ ସଫଳତାର ଆଗକୁ ବଢ଼ିବେ। ହଠାତ୍ ଅଧିକ ଧନ ଲାଭ ହେବା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ। ବେପାର ଏବଂ ଚାକିରୀ କ୍ଷେତ୍ରରେ କରିଥିବା ପ୍ରୟାସ ସଫଳ ହେବ।

କୁମ୍ଭ ରାଶି

ଚାକିରୀ ଏବଂ ବେପାର କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। କିଛି ଏମିତି ନିଷ୍ପତି ନେବେ ଯାହା ଦ୍ବାରା ଆପଣଙ୍କୁ ଫାଇଦା ମିଳିବ। ଚାକିରୀରେ ପଦୋନ୍ନତି ହେବ। ଆର୍ଥିକ ସ୍ଥିତି ଭଲ ରହିବ।

ତୁଳା ରାଷି

ମଙ୍ଗଳବାର ଠାରୁ ତୁଳା ରାଶିର ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ସମାପ୍ତ ହେବାକୁ ଯାଉଛୁ। ଏମାନଙ୍କ ଜୀବନରେ କେବଳ ଖୁସି ହିଁ ମିଳିବାକୁ ଯାଉଛି। ବଜରଙ୍ଗବଲୀଙ୍କ କୃପାରୁ ଆପଣଙ୍କୁ ଅପାର ଧନଲାଭ ହେବାର ସମ୍ଭାବନା ରହିଛି। ଆପଣଙ୍କ ପରିବାରର ଅର୍ଥିକ ସ୍ଥିତି ମଧ୍ୟ ଭଲ ହୋଇଯିବ।

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତିମାନେ ମଙ୍ଗଳବାର ଠାରୁ ବଜରଙ୍ଗବଲୀଙ୍କର ବିଶେଷ କୃପାର ପାତ୍ର ରହିବେ। ବଜରଙ୍ଗବଲୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ମାନଙ୍କର ସମସ୍ତ କ।ର୍ଯ୍ଯର ସଫଳତା ପ୍ରାପ୍ତ ହେବ। ଧନଲାଭ ହେବାର ସମ୍ଭାବନା ରହିଛି। ବନ୍ଧୁ ମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ଆପଣଙ୍କୁ ସମାଜରେ ମାନସମ୍ମାନ ମିଳିବାର ଯୋଗ ରହିଛି।

ମିଥୁନ ରାଶି

ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ମଙ୍ଗଳବାର ବହୁତ ଶୁଭ ରହିବ। ବଜରଙ୍ଗବଲୀ ଆପଣଙ୍କର ସମସ୍ତ ମନସ୍କାମନା ଶୀଘ୍ର ପୂରା କରିବେ। ଆପଣ ପୂର୍ବରୁ ଭାବିଥିବା ସମସ୍ତ କ।ର୍ଯ୍ଯ ସହଜରେ ପୁରା ହେବାକୁ ଲାଗିବ। ଏହି ଦିନ ଆପଣଙ୍କୁ ଅଚାନକ ଧନଲାଭ ହେବାର ବିଶେଷ ସମ୍ଭାବନା ରହିଛି।

KNews Bureau

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

3 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

20 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

52 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

55 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago