ଦୁନିଆର ଏହି ରୋଚକ ଏବଂ ଅଦ୍ଭୁତ ଘଟଣା, ଯାହା ବିଷୟରେ ଶୁଣିଲେ ମୁଣ୍ଡରେ ଦେବେ ହାତ

ଏଇ ଦୁନିଆ ଅନେକ ରୋଚକଭରା ଆଉ ରହସ୍ୟମୟ। ଏହାସହିତ ଜୀବନରେ ଘଟୁଥିବା ଅନେକ ଘଟଣା ମଧ୍ୟ ଏମିତି ହୋଇଥାଏ ଯାହା ଆପେ ଆପେ ଘଟିଥାଏ। ଆଜି ଆମେ ଆପଣଙ୍କୁ ଦୁନିଆର କିଛି ଏମିତି ରୋଚକ କଥା ବିଷୟରେ କହିବୁ ଯାହାକୁ ଆଜି ପର୍ଯ୍ୟନ୍ତ ଆପଣ ଜାଣିନଥିବେ। ଆଉ ଯେତେବେଳେ ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା କଣ ସେହି ରୋଚକ କଥା।

-୧୯୭୦ ମସିହା ପାଖାପାଖିରେ Mcdonald’s ମଧ୍ୟ ପିଜ୍ଜା ତିଆରି ହେଉଥିଲା।

pizza-ପ୍ରତି ବ୍ୟକ୍ତିଙ୍କ ହିସାବରେ ଅଧିକ ସବୁଜ ପନିପରିବା ଖାଉଥିବା ମାମଲାରେ ଗ୍ରୀସ ଏକ ନମ୍ବର ସ୍ଥାନରେ ରହିଛି।

-ଦୁନିଆରେ ସବୁଠାରୁ ମହାଙ୍ଗା ମ୍ୟୁଜିକାଲ ଇଷ୍ଟମେଣ୍ଟ ହେଉଛି ଭାଓଲିନ, ଯାହାକୁ ୨୦୧୧ରେ (ପ୍ରାୟ ୧ ଆରବ ଟଙ୍କାରେ) ବିକ୍ରି କରାଗଲା।

-ପ୍ରଥମେ ପ୍ରଥମେ ଟେନିସ ଖାଲି ହାତରେ ଖେଳାଯାଥିଲା।

phone users-୬୫% ସ୍ମାର୍ଟଫୋନ ୟୁଜର୍ସ ଏମିତି ଅଛନ୍ତି ଯେଉଁମାନେ ମାସରେ ଗୋଟିଏ ବି ଆପ୍‌ ଡାଉନଲୋଡ୍‌ କରିନାହାନ୍ତି।

-ଆଫ୍ରିକାରେ ପ୍ରତିଦିନ ୯୬ ହାତି ମୃତ୍ୟୁବରଣ କରୁଛନ୍ତି।

-ଦୁନିଆର ସବୁଠାରୁ ବଡ ମବେଶୀ ଷ୍ଟେସନ ଅଷ୍ଟ୍ରେଲିୟାରରେ ଅଛି, ଯାହାର ଆକାର ଇସ୍ରାଏଲ ଠାରୁ ବି ବଡ।

maikel-ଯେତେବେଳେ ମାଇକେଲ ଜ୍ୟାକସନଙ୍କର ମୃତ୍ୟୁ ଖବର ମିଡିଆରେ ବ୍ୟାପିଗଲା ସେହି ସମୟରେ ମାଇକେଲଙ୍କୁ ପ୍ରତି ମିନିଟରେ ୫,୦୦୦ ଥର ମେନସନ୍‌ କରାଯାଉଥିଲା।

-ମହାକାଶରେ ମୋଟ ୬ଟି ପତାକା ଲଗାଯାଇଥିଲା, ଏଥିମଧ୍ୟ ରୁ ଆଜି ବି ୫ ପତାକା ସେମିତି ରହିଛି।

-ଜଣେ ସାଧାରଣ ଖେଳାଳୀ, ଗୋଟିଏ ଫୁଟବଲ ମ୍ୟାଚରେ ପ୍ରାୟ ୧୫ କିମି ଦୌଡି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.