ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ବଦଳିଯିବ ଆପଣଙ୍କ ଜୀବନ

କେବେ କେବେ ବିନା କାରଣରେ ଘରେ ଅଶାନ୍ତି ଦେଖାଯାଇଥାଏ । ନିଜ ନିଜ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଯଦି ଆପଣ ଜୀବନରେ ସୁଖ ଶାନ୍ତି ଚାହାଁନ୍ତି ତେବେ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ । ଯାହାକି ଆପଣଙ୍କ ଜୀବନକୁ ବଦଳାଇଦେବ । ଥରେ ପ୍ରୟୋଗ କରି ଦେଖନ୍ତୁ ତ ।

୧. ଘରେ ସପ୍ତାହରେ ଥରେ ଗୁଗୁଳ ର ଧୂଆଁ ଦିଅନ୍ତୁ, ବହୁତ ଶୁଭ ହୋଇଥାଏ ।

୨. ଗହମରେ ନାଗକେସର ୨ ଦାନା ଓ ୧୧ ଟି ତୁଳସୀ ପତ୍ର ପକାଇ ପେଶାଇବା ଶୁଭ ହୋଇଥାଏ ।

୩. ଘରେ ଶୋରିସ ତେଲ ଦୀପରେ ଲବଙ୍ଗ ପକାଇ ଦେବା ଶୁଭ ହୋଇଥାଏ ।

୪. ତାଓ୍ଵାରେ ରୁଟି ସେକିବା ପୂର୍ବରୁ ଦୁଧ ଛିଟିକାଇ ଶୁଭ ହୋଇଥାଏ ।

tulsi

୫. ପ୍ରତି ଗୁରୁବାର ତୁଳସୀ ଗଛରେ ଦୁଧ ଚଢ଼ାନ୍ତୁ ।

୬. ପ୍ରଥମ ରୁଟି ଗୋ ମାତା ପାଇଁ କାଢ଼ନ୍ତୁ ।

୭. ଶୁଖିଲା ଫୁଲ ଘରେ ରଖନ୍ତୁ ନାହିଁ ।

୮. ଘରେ ତୁଳସୀ ଗଛ ପୂର୍ବ ଦିଗର ଗ୍ୟାଲେରିରେ କିମ୍ବା ପୂଜା ସ୍ଥାନର ପାଖରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.