ସିଂହଙ୍କ ଗହଣରେ ଆରାମରେ ଚାଲୁଛନ୍ତି ଯୁବତୀ, ଦେଖିଲେ ବୁଡ଼ିଯିବ ହୋସ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବେଳେ ବେଳେ ଏପରି ଖବରମାନ ଆସେ ଯାହାକୁ ଦେଖିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏପରି ଦୁଃସାହସୀକ ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଇଛି ଯେ ଜଣେ ଯୁବତୀ ଦଳେ ସିଂହଙ୍କ ସହ ସହଜରେ ଚାଲି ଚାଲି ଯାଉଛନ୍ତି । ସତେ ଯେପରି ସେ ସିଂହ ନୁହେଁ ଦଳେ ପୋଷା କୁକୁରଙ୍କ ସହ ଯାଉଛନ୍ତି ।
ଏପରିକି ସେ ମଝିରେ ମଝିରେ ସିଂହର ଲାଞ୍ଜ ଧରି ଦେଉଛନ୍ତି । ଆଉ କ୍ୟାମେରା ଆଡକୁ ଚାହିଁ ହାତ ହଲାଉଛନ୍ତି । ସିଂହମାନେ ତାଙ୍କୁ ଆକ୍ରମଣ କରିବା ପରିବର୍ତ୍ତେ ତାଙ୍କ ସହ ସହଜରେ ଚାଲି ଚାଲି ଯାଉଛନ୍ତି । ସତେ ଯେପରି ଯୁବତୀ ଜଣକ ତାଙ୍କ ପରିବାରର ସଦସ୍ୟ ।
ଭିଡିଓରେ ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳୁଛି । ଯୁବତୀ ଜଣକ ଅତି ସହଜରେ ସିଂହଙ୍କ ଗହଣରେ ଚାଲି ଚାଲି ଯାଉଛନ୍ତି । ସିଂହମାନେ ତାଙ୍କର କୌଣସି କ୍ଷତି କରୁନାହାଁନ୍ତି । ବରଂ ତାଙ୍କ ସହ ଅତି ସହଜରେ ଚାଲି ଚାଲି ଯାଉଛନ୍ତି ।
ଲୋକେ ଏହି ଭିଡିଓକୁ ଦେଖି ଚକିତ ହୋଇଯାଉଛନ୍ତି । କେହି କେହି ଏହାକୁ ମିଛ ବୋଲି ମଧ୍ୟ କହିବାକୁ ପଛାଇ ନାହାଁନ୍ତି । ଆଉ କିଏ ଏହାକୁ ଏଡିଟିଂ ଭିଡ଼ିଓ ବୋଲି ମଧ୍ୟ କହିଛନ୍ତି । ଭିଡ଼ିଓଟି ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ୧୧,୪୬୯ ଲାଇକ୍ସ ମିଳିଥିବା ବେଳେ ଜଣାଯାଇଛି ।
View this post on Instagram
video credit : safari galery
କେହି କେହି ୟୁଜର ଏହାକୁ ମୃତ୍ୟୁର ଖେଳ କହିବା ସହ ଏପରି ନକରିବାକୁ ମଧ୍ୟ ଉପଦେଶ ଦେଇଛନ୍ତି । ଆପଣ ବି ଥରେ ଦେଖନ୍ତୁ ଏହି ଭିଡ଼ିଓକୁ । ଦେଖିଲେ ବେହୋସ ହୋଇଯାଇ ପାରନ୍ତି । ଭିଡ଼ିଓ ଟି ଆଫ୍ରିକା ଜଙ୍ଗଲ ମଧ୍ୟରୁ ସୁଟିଂ ହୋଇଥିବା ଭିଡ଼ିଓରୁ ଜଣାଯାଇଛି ।