ସ୍ପେଶାଲ

ଇଣ୍ଡକସନ୍‌ ରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି? ତେବେ ଏସବୁ କୁ ଆଦୈା ବ୍ୟବହାର କରନ୍ତୁ ନାହିଁ

ଗ୍ୟାସ ଦର ମାଡ଼ରୁ ବଞ୍ଚିବା ପାଇଁ ଇଣ୍ଡକସନ ଷ୍ଟୋଭ ବେଷ୍ଟ ବିକଳ୍ପ ହୋଇଥାଏ। ଆଉ ଏହି ଇଣ୍ଡକସନ୍‌ ଷ୍ଟୋଭ ଖାଦ୍ୟ ତିଆରି କରିିବା ପାଇଁ ପ୍ରସ୍ତୁତି କରାଯାଏ। ଯାହାକି ଖୁବ କମ ସମୟ ଲାଗିଥାଏ। କିନ୍ତୁ ଗ୍ୟାସ ଚୁଲାରେ ଆପଣ କିଛି ବି ମାଟେରିଆଲର ବାସନ ବସାଇପାରିବେ। ହେଲେ ଇଣ୍ଡକସନ ରେ ଏପରି ହୋଇନଥାଏ। ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ବାସନ ସେଟ ଥାଏ। ଯାହାକୁ ଏଥରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଏ।

ଇଣ୍ଡକସନରେ ଖାଦ୍ୟ ତିଆରି କରିବା ଆଧୁନିକ ଯୁଗରେ ସମୟ ବଞ୍ଚାଇବାର ଏକ ଭଲ ମାଧ୍ୟମ କହିପାରିବେ। ଏଥିରେ ଗ୍ୟାସ ଭଳି ଆ ବେଶି ଖର୍ଚ୍ଚ ହୋଇନଥାଏ। ଆଉ ବେଶି ବିଜୁଳି ଖର୍ଚ୍ଚ ବି ହୋଇନଥାଏ। ଗ୍ୟାସ ଭଳିଆ ଏହା ଆଖପାଖ ଏରିଆକୁ ଗରମ କରିନଥାଏ। ଏଥିରେ ଆପଣ ବାସନ ବସାଇବା ପରେ ବିଦ୍ୟୁତ ଚୁମ୍ବକୀୟ ଉର୍ଜାର ବ୍ୟବହାର କରିଥାଏ। ଏହାପରେ ଖାଦ୍ୟ ତିଆରି କରିବାରେ ସାହାଯ୍ୟ କରିଥାଏ। ଏଥିରେ ସମୟ ବଞ୍ଚିଥାଏ।

କିନ୍ତୁ ଏଥିରେ କିଛି ଜିନିଷ ରହିଛି ତାହାକୁ ବ୍ୟବହାର କରନ୍ତୁ ନାହିଁ। ସେସମ୍ପର୍କରେ ଏବେ ଜାଣନ୍ତୁ:-
ନନ୍‌ ଇଣ୍ଡକସନ୍‌ କୁକେଓ୍ଵୟାର:
ଇଣ୍ଡକସନ କୁକ େଓ୍ଵୟାର ଏକ ଚୁମ୍ବକୀୟ କ୍ଷେତ୍ର ତିଆରି କରି କୁକେଓ୍ଵୟାରରେ ଚୁମ୍ବକୀୟ ସାମଗ୍ରୀ ସହିତ ଇଣ୍ଟରାକ୍ଟ କରିଥାଏ। ତେଣୁ କେବଳ ଚୁମ୍ବକୀୟ ସାମଗ୍ରୀ ରେ ତିଆରି କୁକେଓ୍ଵୟାର କୁ ଉପଯୋଗ କରିବା ଜରୁରୀ। ତମ୍ବା, କାଚ ଓ ସିରେମିକ ରେ ତିଆରି କୁକେଓ୍ଵୟାର ଇଣ୍ଡକସନ୍‌ କୁକଟପ୍‌ ରେ କାମ କରେ ନାହିଁ। ଫାଟିଯିବାର ସମସ୍ୟା ମଧ୍ୟ ଥାଏ।

ରଫ ଆଇରନ୍‌ ର କାଷ୍ଟ ଆଇରନ୍‌ କୁକେଓ୍ଵୟାର:
କାଷ୍ଟ ଆଇରନ୍‌ କୁକେଓ୍ଵୟାର ଏଥିରେ ରୋଷେଇ ପାଇଁ ଏକ ବଢ଼ିଆ ବିକଳ୍ପ ହୋଇଥାଏ। କିନ୍ତୁ ଏହାର ତଳ ଲେୟାର ଯେହେତୁ ରଫ୍‌ ଥାଏ ତେଣୁ ଏହା କୁକଟପ୍‌ କୁ ଖରାପ କରିବାର ସମ୍ଭାବନା ଥାଏ। ତେଣୁ ଇଣ୍ଡକସନ୍‌ କୁକଟପରେ ଚିକଣିଆ ତଳ ଥିବା କାଷ୍ଟ ଆଇରନ୍‌ କୁ ବ୍ୟବହାର କରିବାକୁ କୁହାଯାଇଛି।

ଅଚୁମ୍ବକୀୟ ପଦାର୍ଥକୁ ବର୍ଜନ କରନ୍ତୁ:
ଇଣ୍ଡକସନ କୁକଟପ ରେ ଆଲୁମିନିୟମ, ତମ୍ବା ଓ କାଚ ଭଳି ଅଚୁମ୍ବକୀୟ ପଦାର୍ଥକୁ ଆଦୈା ବସାନ୍ତୁ ନାହିଁ। ଏହା ଚୁମ୍ବକୀୟ ଟପ୍‌ ସହ ସମ୍ପର୍କରେ ଆସେ ନାହିଁ ଓ ଗରମ ହୁଏ ନାହିଁ। ଏମିତିରେ ଏହା ଫାଟିଯିବା କିମ୍ବା ଅଧିକ ଉର୍ଜା ଖର୍ଚ୍ଚ କରିଥାଏ।

ପ୍ଲାଷ୍ଟିକ ପ୍ରଡକ୍ଟ:
ପ୍ଲାଷ୍ଟିକ ବା କାଗଜ ପ୍ରଡକ୍ଟରେ ଏଥିରେ ଖାଦ୍ୟ ତିଆରି କରନତ୍‌ୁ ନାହିଁ। କୁକଟପ୍‌ ଦ୍ୱାରା ଉତ୍ପନ୍ନ ହୋଇଥିବା ଉର୍ଜା ଦ୍ୱାରା ଏହା ଖରାପ ହୋଇପାରେ।

ଓଭର କ୍ଳିନ:
କୁକରକୁ କ୍ଲିନ କରିବା ପାଇଁ ଓଭର କ୍ଲିନ କରନ୍ତୁ ନାହିଁ। ସ୍କ୍ରବ ବା ରଗଡ଼ିବା ଦ୍ୱାରା ଏହାର ଟପ୍‌ ଖରାପ ହୋଇଯାଇପାରେ। ଏମିତିରେ ଖାଦ୍ୟ ପ୍ରସ୍ତୁତି ଠିକରେ ହୋଇପାରିନଥାଏ। ତେଣୁ ନରମ କପଡ଼ାରେ ଏହାକୁ ସବୁବେଳେ ପୋଛନ୍ତୁ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago