ଯଦି ମଙ୍ଗଳ ଗ୍ରହରେ ଶିଶୁ ଜନ୍ମ ହୁଏ …..ତାହେଲେ ସେ କେମିତି ଦେଖାଯିବ ?

ବୈଜ୍ଞ।ନିକ ମାନେ ମଙ୍ଗଳ ଗ୍ରହରେ ଜୀବସତ୍ତା ଖୋଜିବା ଟେଷ୍ଟା କରୁଛନ୍ତି । ଏମିତି ସମ୍ଭବ ହୋଇପାରେ କି ଆଗାମୀ ସମୟରେ ମଙ୍ଗଳ ଗ୍ରହରେ ଜନ୍ମ ନେବା ଛୁଆ କୈଣସି କାରଣରୁ ମଣିଷ ଛାରୁ ଭିନ୍ନ ହୋଇପାରେ କି? ଯଦି ଆମେ ବୈଜ୍ଞାନିକ କାରଣକୁ ଦେଖିବା ତାହେଲେ ବିଜ୍ଞାନ ଯୁଗରେ ସବୁକିଛି ସମ୍ଭବ ହୋଇଥାଏ । ଏଭଳି ଏକ ଲମ୍ବା ସମୟକୁ ଅନୁଧ୍ୟାନ କଲେ ଜଣାପଡୁଛି କି ମଣିଷ ଆସୁଥିବା ସମୟରେ ମଙ୍ଗଳ ଗ୍ରହରେ ବସତିସ୍ଥାପନ କରିବାର ସମ୍ଭାବନା ରହିଛି ।

କିନ୍ତୁ ଆପଣ ଜାଣିଛନ୍ତି କି ମଙ୍ଗଳ ଗ୍ରହରେ ଜନ୍ମ ହେବାକୁ ଥିବା ପିଲାମାନେ ପୃଥିବୀରେ ଜନ୍ମ ହୋଇଥିବା ପିଲାଙ୍କ ଠାରୁ ଅଲଗା ଦେଖାଯିବେ । କହି ରଖୁଛୁ କି ମଙ୍ଗଳ ଗ୍ରହରେ ଜନ୍ମ ହେବାକୁ ଥିବା ଶିଶୁ ପୃଥିବୀରେ ଜନ୍ମ ହୋଇଥିବା ଶିଶୁଙ୍କ ଠାରୁ ଅଲଗା ଦେଖାଯିବେ । କେବଳ ଏତିକି ନୁହେଁ ସେମାନେ ପୃଥିବୀର ଶିଶୁ ମାନଙ୍କ ଠାରୁ ଅଲଗା ବ୍ୟବହାର କରିବେ ।

ଦୁନିଆର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ଏଲନ ମକ୍ସ ଏବଂ ଜେଫ୍ ବେଜୋକ୍ସ ପୃଥିବୀରୁ ଆରମ୍ଭ କରି ସବୁ ପ୍ରଜାତିର ଉପରେ ଭବିଷବାଣୀ ଉପରେ କଥା କହିବାକୁ ଅଧିକ ପସନ୍ଦ କରିଥାନ୍ତି । ଏବଂ ଏହି ଦେଶରେ କାମ ମଧ୍ୟ କରୁଛନ୍ତି । ମଙ୍ଗଳ ଗ୍ରହରେ ମଣିଷ ପହଞ୍ଚିବା କ୍ଷେତ୍ରରେ ମଧ୍ୟ ବୈଜ୍ଞାନିକ କାମ କରୁଛନ୍ତି ।

ବୈଜ୍ଞାନିକଙ୍କ ମତ ଅନୁସାରେ ସୈର ମଣ୍ଡଳରେ ମଙ୍ଗଳ ହେଉଛି ପୃଥିବୀ ପରି ଏକ ଗ୍ରହ । ଏଥିପାଇଁ ବୌଜ୍ଞାନିକ ମାନେ ମଙ୍ଗଳ ଗ୍ରହରେ ବସବାସ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ପୃଥିବୀ ପରି ମଙ୍ଗଳ ଗ୍ରହରେ ଦୁଇଟି ଘୁର୍ଣିୟ ବରଫ ରହିଛି । ଏହାର ଉତରରେ ପାଣିର ଏକ ଚାଦର ରହିଛି । ଯାହା ୧.୮ ମିଲିମିଟର ଅଟେ । ଏହାର ବିପରୀତ ପାଶ୍ବରେ ବରଫର ଚାଦର ରହିଛି । ଏହାସହ ମାଟି ରହିଛି । କାର୍ବନ ଡାଇ ଅକ୍ସାଇଡ ଜଳରେ ରହିଛି ।

କହି ରଖୁଛୁ କି ମଙ୍ଗଳ ଗ୍ରହ ପଥୀବିରୁ ଛୋଟ ଅଟେ । ଯାହାର ବ୍ୟାସ ୪,୨୦୦ ମିଟର ଅଟେ । ସେଠାରେ ବାୟୁ ମଣ୍ଡଳରେ କାର୍ବନ ଡାଇଅକ୍ଲାଇଡ ଗ୍ୟାସ ସାମିଲ ହୋଇଛି । ଏହାଛଡା ମଙ୍ଗଳ ଗ୍ରହରେ ବାୟୁଚାପ ପୃଥିବୀର ସମୁଦ୍ର ଚାପ ଠାରୁ ଏକ ପ୍ରତିଶତ କମ ରହିଛି । ମଙ୍ଗଳ ଗ୍ରହ ଭୌଗଳିକ ସ୍ଥିତି ପୃଥିବୀ ଠାରୁ କମ ଅଟେ । ଏହି ଗ୍ରହରେ ଜୀବିତ ରହିବା କିଛି ପିଢୀ ପର୍ଯ୍ୟନ୍ତ ସମ୍ଭବ ହୋଇପାରେ ।

ମଙ୍ଗଳ ଗ୍ରହରେ ରହିବା ଲୋକ ୫୦ ପ୍ରତିଶତ ଜୀବିତ ରହିବାର କ୍ଷମତା ରହିଛି । ଯାହାକି ବହୁତ ଲୋକଙ୍କ ପାଇଁ ଖୁସି ଖବର ହୋଇପାରେ । ଯାହା ଫଳରେ ଏମାନଙ୍କ ଜିନ କୁ ବହୁତ ମାତ୍ରାରେ ଆଗକୁ ବଢାଇବାରେ ସାହାଯ୍ୟ କରିବେ । ଯାହା ଆଉ କିଏ କରିପାରିବେ ନାହିଁ । ତେବେ ମଙ୍ଗଳ ଗ୍ରହରେ ବାସ କରୁଥିବା କିଛି ଲୋକଙ୍କ ମଧ୍ୟରେ କିଛି ପରିବର୍ତନ ଦେଖାଯିବ । ଯେମିତିକି ମଙ୍ଗଳର କମ ମାଧାକର୍ଷଣ ଫଳରେ ମଣିଷର ହାଡ କମଜୋର ହେବ । ତାର ଦୁଷ୍ଟି ଶକ୍ତି ପ୍ରଖର ହେବନାହ୍ଁ । ଶରୀରର ରଙ୍ଗରେ ପରିବର୍ତନ ଦେଖିବାକୁ ମିଳିବ ।

You might also like