ସ୍ପେଶାଲ

କୁକୁର ର ନବାବୀ ଠାଣୀ, କୁକୁର ପୋଷାକ ତିଆରିରେ ପ୍ରତି ବର୍ଷ ୨୦ ଲକ୍ଷ ସାରନ୍ତି ମାଲିକାଣୀ

ନିଜ ପୋଷା ଜୀବମାନଙ୍କୁ ସମସ୍ତ ଭଲ ପାଆନ୍ତି । କିନ୍ତୁ ନିଜ ପୋଷା କୁକୁର ପାଇଁ ଏତେ ଭଲ ପାଇବା ବଢି ଯାଇଛି ଯେ ପ୍ରତି ବର୍ଷ ତା ପୋଷାକ ପାଇଁ ମାଲିକାଣୀ ଖର୍ଚ୍ଚ କରନ୍ତି ୨୦ ଲକ୍ଷ ଟଙ୍କା । ଏଲିସା ଥ୍ରୋନ େଓ୍ଵଲ୍ସ ରୁହନ୍ତି ପୋଣ୍ଟିପ୍ରିଡଠାରେ । ସେ ଆଇଟିଭି ଶୋ’ରେ କହିଛନ୍ତି ଯେ ସେ ତାଙ୍କର ଦେଢ ବର୍ଷର ଚାଇନିଜ୍ କ୍ରେଷ୍ଟେଡ୍ ପାଉଡର୍ ପଫକୁ ସମସ୍ତ ସୁବିଧା ଦିଅନ୍ତି ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି  ।

P.C ; hindi.news18.com

ଏଲିସା ତାଙ୍କ ବଗିଚାରେ ସେ ଫାବିଓ ପାଇଁ ଏକ ଅଲଗା ଛୋଟ ଘର ମଧ୍ୟ ନିର୍ମାଣ କରିଛନ୍ତି । ଏଠାରେ ରେନଡିଅର ଓ ଡଗ ବବଲ୍ସରେ ଭରପୁର ଥିବା ଗଛ ମଧ୍ୟ ରହିଛି । ସେ ସବୁ ସ୍ୱତନ୍ତ୍ର ପର୍ବ ରେ ତାଙ୍କ କୁକୁର ଫାବିଓ ପାଇଁ ପୋଷାକ ଏବଂ ଅଳଙ୍କାର କିଣିବା ପାଇଁ ୪,000 £ (ଭାରତୀୟ ମୁଦ୍ରାରେ ପ୍ରାୟ 4 ଲକ୍ଷ ଟଙ୍କା) ଖର୍ଚ୍ଚ କରିଥାନ୍ତି । ଏମିତିରେ ଫାବିଓ ପିଛାରେ ତାଙ୍କର ବାର୍ଷିକ ଖର୍ଚ୍ଚ ୨0 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

P.C ; hindi.news18.com

ଖ୍ରୀଷ୍ଟମାସ ପାଇଁ, ଫାବିଓଙ୍କୁ ସ୍ୱରୋଭସ୍କି ବୁଜ୍ ମିଳିଥିବାବେଳେ କିଛି ଡିଜାଇନର୍ ପୋଷାକ ମଧ୍ୟ ଉପହାର ଦିଆଯାଇଛି | ଫାବିଓ ପାଇଁ ସେ କରିଥିବା ସମସ୍ତ ସପିଂ ଅନୁଯାୟୀ, ସେ ଏହାକୁ ପିନ୍ଧି ବହୁତ ସୁନ୍ଦର ଦେଖାଯିବାକୁ ଯାଉଛି |
ଏଲିସା ମଧ୍ୟ ଏପରି ପୋଷାକ ପିନ୍ଧନ୍ତି, ଯାହା ତାଙ୍କ କୁକୁର ଫାବିଓ ସହିତ ମେଳ ଖାଏ | ଫାବିଓକୁ ବୁଲାଇବା ପାଇଁ ତାର ଋଚି ଅନୁଯାୟୀ ଯାଗାଗୁଡ଼ିକୁ ଏଲିସା ଯାଇଥାନ୍ତି ।

P.C ; hindi.news18.com

ସେ ଫାବିଓ ପାଇଁ ଅନେକ ଜିନିଷ ମଧ୍ୟ କିଣନ୍ତି । କୁକରୁର ପାଇଁ ତାଙ୍କର ଏହି ଖର୍ଚ୍ଚକୁ ଠିକ୍ ବୋଲି ସେ ବିବେଚନା କରନ୍ତି ଏହାଛଡ଼ା ସେ ଅଧିକ ଦାନ ଦିଅନ୍ତି ବୋଳି ମଧ୍ୟ କୁହନ୍ତି । ଫାବିଓର ଯାହା ଦରକାର ତାକୁ ନିଜ ପିଲା ଭଳି ସବୁ ଆଣି ଦେଇ ଥାଆନ୍ତି । କାରଣ ଏଲିସାଙ୍କର କୌଣସି ପିଲାପିଲି ନାହାନ୍ତି । ତେଣୁ ସେ ନିଜ କୁକୁର ଫାବିଓକୁ ନିଜ ପିଲା ଭଳି ସବୁ ସୁବିଧା ଯୋଗାଇ ଦିଅନ୍ତି ଓ ତା ପିଛାରେ ଟଙ୍କା ଖର୍ଚ କରନ୍ତି ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

5 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

13 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

19 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

27 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

30 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

37 mins ago