Categories: ସ୍ପେଶାଲ

ମୁମ୍ବାଇରେ ପୋଲିସଙ୍କ ସ୍ଥାନ ନେଲେ ସାଧାରଣ ମହିଳା, ଜାଣନ୍ତୁ କେମିତି ?

ଆମ ଦେଶରେ ଏମିତି ଜାଗା ରହିଛି, ଯେଉଁଠି ନିୟମର ଉଲଙ୍ଘନ କରାଯାଇଥାଏ। ରାତି ସମୟରେ ହାଇୱେ ଉପରେ ନା କୌଣସି ରେଡ୍ ଲାଇଟ୍ ଦେଖାଯାଉଛି ଏବଂ ନା ପେଟ୍ରୋଲିଂ କରୁଛନ୍ତି ପୋଲିସ। କିଛି ଲୋକ ତ ବିନା ହେଲମେଟରେ ନିସା ଅବସ୍ଥାରେ ଗାଡି ଚଳାଉଥିବା ମିଳିଛନ୍ତି। ଏମିତିରେ ପୋଲିସର ସାହାଯ୍ୟ କରିବା ପାଇଁ ମୁମ୍ବାଇରେ ରହୁଥିବା କିଛି ମହିଳା ଆଗକୁ ପାଦ ବଢ଼ାଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଗ୍ରୁହିଣୀ ଓକିଲ ଏବଂ ସମାଜ ସେବୀ ଅଟନ୍ତି।

ଏହି ମହିଳା ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭକ୍ତି ପଟେଲ, ଯାହାଙ୍କର ବୟସ ୪୩ ବର୍ଷ। ରାତି ପ୍ରାୟ ୧ ସମୟରେ ତାଙ୍କୁ ପୋଲିସର ସାହାଯ୍ୟ କରୁଥିବା ଦେଖାଯାଇଥିଲା। ନୀଳ ଟିସାର୍ଟ ଏବଂ ଧଳା ଟୋପି ପିନ୍ଧି ସେ ଟ୍ରାଫିକ ସମ୍ଭାଳୁଛନ୍ତି। ଭକ୍ତି ଏବଂ ତାଙ୍କ ୬ ଜଣ ସାଥି ଦୁର୍ଘଟଣାକୁ କମ୍ କରିବା ପାଇଁ ପୂରା ସହଯୋଗ କରୁଛନ୍ତି। ଲୋକମାନେ ନିୟମ ଉଲଙ୍ଘନ କରିବା ସମୟରେ ଏମାନେ ତାଙ୍କୁ ଧରି ଚାଲାଣ କିମ୍ବା କୌଣସି ଦଣ୍ଡ ନ ଦେଇ ସେମାନଙ୍କୁ ସଚେତନ କରାଉଛନ୍ତି।

ଏମାନେ ‘ପାର୍ଲେ ପୋଲିସ ମିତ୍ର’ର ସଦସ୍ୟ। ୱିଲେ ପାର୍ଲେ ପୋଲିସ ୨୦୦୭ରେ ଏହାର ଆରମ୍ଭ କରିଥିଲେ। ଯେଉଁଥିରେ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ନାଗରିକମାନଙ୍କୁ ସାମିଲ କରାଯାଏ। ୱେଷ୍ଟର୍ଣ୍ଣ ଏକ୍ସପ୍ରେସୱେ ଆଜି ପୋଲିସର ସହଯୋଗ କରିବା ପାଇଁ ୩୯ ଜଣ ସ୍ବୟଂସେବକ (ଭଲ୍ୟୁନଟାରୀ ଅଛନ୍ତି। ଏମାନେ ଅଲଗା ଅଲଗା ସ୍ଥାନ ମାନଙ୍କରେ ପୋଲିସ ସହିତ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ମହିଳା ଅଛନ୍ତି। ଏହି ଲୋକ ରାତି ଗୋଟାଏ ଠାରୁ ସକାଳ ୫ ପର୍ଯ୍ୟନ୍ତ ପେଟ୍ରୋଲିଂ କରଥାନ୍ତି।

ଏମାନେ କେବଳ ଯାତାୟତ ନିୟମକୁ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ଧରୁଛନ୍ତି ବରଂ ରାତି ସମୟରେ ଟ୍ୟାକ୍ସି ଏବଂ ଅଟୋରେ ଯାତ୍ରା କରୁଥିବା ମହିଳାଙ୍କର ମଧ୍ୟ ସୁରକ୍ଷା ସୁନିଶ୍ଚିତ କରୁଛନ୍ତି। ଯେଉଁ ମହିଳାମାନେ ଗାଡିରେ ଯାତ୍ରା କରୁଥିବା ସମୟରେ କୌଣସି ସମସ୍ୟା ଥିଲେ ମଧ୍ୟ ପୋଲିସକୁ ଜଣାଇପାରନ୍ତି ନାହିଁ ତାହା ମହିଳାମାନେ ଏହି ମହିଳା ଭଲ୍ୟୁନଟାରୀଙ୍କୁ ଜଣାଇପାରିଥାନ୍ତି।

ଏହିମାନଙ୍କର ଏହି ପ୍ରୟାସରେ ବହୁତ କିଛି ସଡକ ଦୁର୍ଘଟଣା ଘଟିବା କମ୍ ହୋଇଛି। ଏଥିସହିତ ୪୦୦ ବିନା ଲାଇସେନ୍ସ କିମ୍ବା ବିନା ବୈଧ କାଗଜପତ୍ର ଥିବା ଅଟୋ ଏବଂ ଟ୍ୟାକ୍ସିକୁ ଜବତ କରିଛି।

Pritiparna

Recent Posts

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

9 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

47 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago