Categories: ସ୍ପେଶାଲ

ଦୁନିଆର ୫ଟି ସ୍ଥାନ, ଯାହା ସ୍ୱର୍ଗଠାରୁ ମଧ୍ୟ ଅଧିକ ସୁନ୍ଦର

କୁହାଯାଏ, ମୃତ୍ୟୁ ପରେ ସମସ୍ତେ ସ୍ୱର୍ଗକୁ ଯାଇଥାନ୍ତି । କିନ୍ତୁ ମୃତ୍ୟୁ ପୂର୍ବରୁ ସ୍ୱର୍ଗ କିପରି ଆମେ ଦେଖିବାକୁ ସମସ୍ତେ ଇଚ୍ଛୁକ। କେବଳ ମରିବା ପରେ ଆପଣ ସ୍ୱର୍ଗ ଦେଖିବେ ତାହା ନୁହେଁ ପୃଥିବୀ ପୃଷ୍ଠରେ ଏପରି କେତେକ ଜାଗା ରହିଛି, ଯାହା ସ୍ୱର୍ଗ ଠାରୁ ଅଧିକ ସୁନ୍ଦର। ଯେଉଁଠିକୁ ଆପଣମାନେ ଯାଇ ସ୍ୱର୍ଗ ଭଳି ଅନୁଭବ କରିପାରିବେ।

ଆମେରିକାର ମିଶୋରୀ ପ୍ରାନ୍ତରେ ୧୮୮୦ରେ ଏକ ଏପରି ଗୁମ୍ଫାର ସନ୍ଧାନ ମିଳିଥିଲା, ଯାହା ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ନାମ ଓଜାକର୍ସ କଭର୍ନସ ରହିଛି। ଏହି ଗୁମ୍ଫା ଏଞ୍ଜେଲ ଶଭର୍ସ ଜଣାଶୁଣା ଜଳପ୍ରପାତ ପାଇଁ ପ୍ରସିଦ୍ଧ। ଏହି ଗୁମ୍ଫାର ଛାତରୁ ପାଣିର ଅନେକ ଝରଣାର ପାଣି ସବୁ କ୍ଲେସାଇଟରେ ନିର୍ମିତ ବାଥଟବ ଭଳି ଆକୃତିରେ ପଡିଥାଏ। ଏହାକୁ ଦେଖି ଆପଣଙ୍କୁ ସ୍ୱର୍ଗ ଦେଖିଲା ପରି ଲାଗିବ।

ରଙ୍ଗ ବେରଙ୍ଗର ଆଲୋକରେ ଝଲସୁଥିବା ଏହି ଲାଇମଷ୍ଟୋନ ଗୁମ୍ଫା ପାଖାପାଖି ୧୮୦ ମିଲିଅନ ବର୍ଷ ପୁରୁଣା। ଚୀନ ସ୍ଥିତି ଏହି ଗୁମ୍ଫାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ସୈନିକମାନେ ଖୋଜି ବାହାର କରିଥିଲେ। ଏହାକୁ ରେଡ ଫ୍ଲୁଟ ଗୁମ୍ଫା ନାମରେ ପରିଚିତ। ଏହା ମଧ୍ୟ କୌଣସି ସ୍ୱର୍ଗ ଠାରୁ କମ୍‌ ନୁହେଁ।

ପୃଏଟା ପ୍ରିନ୍ସା ନାମ ଏକ ନଦୀ ରହିଛି। ଯାହା ଦୁନିଆର ସବୁଠାରୁ ଲମ୍ବା ଭୂମିଗତ ନଦୀ। ଯାହା ୨୦୧୨ରେ ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରେ ରହିଛି। ଏହା ଫିଲପାଇନ୍ସର ପଲଓ୍ଵାନା ଆଇଲ୍ୟାଣ୍ଡରେ ରହିଛି। ଏହା ଦେଖିବାକୁ ସ୍ୱର୍ଗଠାରୁ କମ୍‌ ସୁନ୍ଦର ନୁହେଁ।

ଏହାସହ ପଢ଼ନ୍ତୁ ; ଏହି ଘରେ ରହିଥିଲା ଦୁଇଶହ ଆତ୍ମା, ଜାଣିଲା ପରେ ଉଡିଗଲା ମହିଳାଙ୍କ ହୋସ୍‌

ସେହିପରି ରୋମାନିୟାର ଟ୍ରାନ୍ସିଭାନିଆରେ ଥିବା ଏକ ଲୁଣ ଘରି ୧୯୯୨ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା। ଏପର୍ଯ୍ୟନ୍ତ ଏଠାକୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଦେଖିବାକୁ ଆସିଲେଣି। ଏହା ସଲୀନା ତୁରଡା ନାମରେ ଜଣାଶୁଣା। ଏହି ଖଣିକୁ ଦେଖି ଆପଣମାନେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।

ନ୍ୟୁଜଲ୍ୟାଣ୍ଡରେ ଥିବା ଗ୍ଲୋଓ୍ଵାର୍ମ ଗୁମ୍ଫା ଦେଖିବାକୁ ମଧ୍ୟ ଆଶ୍ଚର୍ଯ୍ୟଜନକ। ଗ୍ଲୋଓ୍ଵାର୍ମ ଯୋଗୁଁ ଏହି ଗୁମ୍ଫାରେ ସର୍ବଦା ଚମକ ରହିଥାଏ। ଏହାର ନାମ ଓ୍ଵାଇଟୋମୋ ଗ୍ଲୋଓ୍ଵାର୍ମ ଗୁମ୍ଫା ରହିଛି।

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

13 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

32 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

40 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

56 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago