ତୃତୀୟ ଦିନିକିଆରେ ଭାରତ ଆଗରେ ୨୬୦ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର : ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଲଡ୍‌ ଟ୍ରାଫର୍ଡ଼ ଠାରେ ଚାଲିଛି ଗରୁତ୍ୱପୂର୍ଣ୍ଣ ତୃତୀୟ ଦିନିକିଆ ମ୍ୟାଚ୍‌ । ଟସ୍‌ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଉ ପ୍ରଥମେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ଟିମ୍‌ ସବୁ ଓ୍ଵିକେଟ୍‌ ହରାଇ ୨୫୯ ରନ୍‌ ସ୍କୋର କରିଛି । ଚହଲ, ପାଣ୍ଡ୍ୟା ଓ ସିରାଜଙ୍କ ବୋଲିଂ କମାଲରେ ଇଂଲଣ୍ଡ ଦଳ ପୂରା ୫୦ ଓଭର ଖେଳି ପାରି ନଥିଲା । ଅଧିନାୟକ ଯୋଶ ବଟଲର ସର୍ବାଧିକ ୬୦ ରନ୍‌ କରିଥିବା ବେଳେ ମୋଇନ ଅଲୀ ୩୪, କ୍ରେଗ୍‌ ଓଭର୍ଟନ ୩୨ ରନ୍‌ କରିଥିଲେ। ଯାହାଫଳରେ ଇଂଲଣ୍ଡ ଦଳ ୪୫.୫ ଓଭରରେ ୧୦ଟି ଯାକ ଓ୍ଵିକେଟ୍‌ ହରାଇ ୨୫୯ ରନ୍‌ କରିଥିଲା ।

 

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.