କିଟ୍‌ ଷ୍ଟାଡିୟମ୍‌ରେ ଆରପିଏଫ୍‌ ହକି ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର (କେନ୍ୟୁଜ୍‌) : କିଟ୍‌ ବିଶ୍ୱବିଦ୍ୟାଳୟ ହକି ଟର୍ଫରେ ଆଜି ଉଦଘାଟିତ ହୋଇଛି ୨୭ତମ ପୂର୍ବତଟ ରେଳବାଇ ଅନ୍ତଃଜୋନ୍‌ ଆରପିଏଫ୍‌ ହକି ଟୁର୍ଣ୍ଣାମେଣ୍ଟ । ମୋଟ ୮ଟି ଦଳ ଏଥିରେ ଭାଗ ନେଉଛନ୍ତି ।
ରେଳବାଇ ଅତିିରିକ୍ତ ଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପିସିଏସ୍‌ଇ ଏବଂ ଖୋର୍ଦ୍ଧା ଡିଆରଏମ୍‌ ସମ୍ମାନିତ ଅତିଥି ଥିଲେ । ଲିଗ୍‌ ଓ ନକ୍‌ଆଉଟ୍‌ ଭିତ୍ତିରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।

HOCKEY-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.