ଦ୍ବିତୀୟ ଦିନିକିଆ : ରୋହିତ ଶର୍ମା ୪ ରନରେ ଆଉଟ୍

ବିଶାଖାପାଟଣା : ଦ୍ବିତୀୟ ଦିନିକିଆରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ପୂର୍ବ ମ୍ୟାଚ୍ ୮ ୱିକେଟରେ ଜିତିଥିବା ଭାରତୀୟ ଦଳରେ ଗୋଟିଏ ମାତ୍ର ପରିବର୍ତ୍ତନ କରାଯାଇଛି । ଖଲିଲ ଅହମଦଙ୍କ ସ୍ଥାନରେ ଖେଳୁଛନ୍ତି କୁଲଦୀପ ଯାଦବ । ଏହି ୫ ମ୍ୟା ବିଶିଷ୍ଟ ସିରିରେ ଭାରତ-୧୦ରେ ଆଗୁଆ ଅଛି । ଭାରତ ତାର ପ୍ରଥମ ୱିକେଟ୍ ୧୫ ରନରେ ହରାଇଛି । ପୂର୍ବ ମ୍ୟାଚରେ ଶତକ କରିଥିବା ରୋହିତ ଶର୍ମା ମାତ୍ର ୪ ରନ୍ କରି ରୋକଙ୍କ ବଲରେ ଆଉଟ୍ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.