ଆଇପିଏଲ୍‌ ଖେଳାଳି ନିଲାମ ଦୌଡ଼ରେ ୫ ଓଡ଼ିଆ ଖେଳାଳି, ସାମିଲ ପାଇଁ OCAର ସୁପାରିଶ

କେନ୍ୟୁଜ୍(ବ୍ୟୁରୋ):  ଆଇପିଏଲ୍‌ ଖେଳାଳି ନିଲାମ ଦୌଡ଼ରେ ୫ ଓଡ଼ିଆ ଖେଳାଳି । ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ସୁପାରିଶ । ଓଡ଼ିଶାର ପାଞ୍ଚ ଖେଳାଳିଙ୍କୁ ନିଲାମରେ ସାମିଲ କରିବା ପାଇଁ ସୁପାରିଶ କରିଛି ଓସିଏ । ଚଳିତ ଆଇପିଏଲ୍‌ରେ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ ସରିଛି ।

ମୋଟ୍‌ ୧୨ଶହ ୧୪ଜଣ ଖେଳାଳି ରେଜିଷ୍ଟ୍ରେସନ୍‌ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୮୯୬ ଭାରତୀୟ ଓ ୩୧୮ ଜଣ ବିଦେଶୀ କ୍ରିକେଟର । ଫେବ୍ରଆରୀ ୧୨-୧୩ରେ ଖେଳାଳି ନିଲାମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.