ଏସିଆନ୍ ଗେମସ ପାଇଁ ଯୋଗ୍ୟତା ଅର୍ଜନ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ

dutti chandଭୁବନେଶ୍ବର: ଏସିଆନ୍ ଗେମସ ପାଇଁ ଯୋଗ୍ୟତା ଅର୍ଜନ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ଦୂତୀ ୨୦୦ ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟିରେ ଅନୁଷ୍ଠିତ ୫୮ତମ ଜାତୀୟ ସିନିୟର ଆଥଲେଟିକ୍ ମିଟରେ ଦୂତୀ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ସହିତ ୧୦୦ ଏବଂ ୪ ଗୁଣା ୧୦୦ ମିଟର ରିଲେ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରି ଏସିଆନ୍ ଗେମସରେ ପଦକ ଜିତିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଆଜି ୨ଶହ ମିଟର ହିଟସରେ ସେ ୨୩ ଦଶମିକ ୪୬ ମିନିଟ୍ ସମୟ ନେଇ ପ୍ରଥମ ହୋଇଛନ୍ତି।

Leave A Reply

Your email address will not be published.