ଭାରତୀୟ ଷ୍ଟାର କ୍ରିକେଟର ବେଦା କ୍ରିଷ୍ଣମୂର୍ତ୍ତିଙ୍କ ବ୍ଯାକଲେସ୍ ଫଟୋ ଲଗାଇଲା ନିଆଁ, ଲୋକେ ଦେଲେ ଏମିତି କମେଣ୍ଟ

ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ବେଦା କ୍ରିଷ୍ଣମୂର୍ତ୍ତି ଫ୍ଯାନଙ୍କ ମନରେ ଲଗାଇଲେ ନିଆଁ। ସେ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ଫ୍ଯାନ ପାଗଳ ହୋଇଯାଇଛି। ଭେଦା ନିଜ ପିଠିରେ ଏକ ସୁନ୍ଦର ଟାଟୁ କରିଥିବା ବ୍ଯାକଲେସ ଫଟୋ ସେୟାର କରିଛନ୍ତି। କିଛି ଫ୍ଯାନ ଏହି ଫଟୋ ଦେଖି ପସନ୍ଦ କରୁଥିବା ବେଳେ ଆଉ କେତେକ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

ବେଦା କ୍ରିଷ୍ଣମୂର୍ତ୍ତି ଭାରତୀୟ ମହିଳା କ୍ରିକେଟ ଟିମର ଜଣେ ଭଲ ଖେଳାଳି। ସବୁବେଳେ ବେଦା ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ସେ ନିଜ ଆକାଉଣ୍ଟରେ ଏକ ଫଟୋଶୁଟ୍ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ବ୍ଲାକ ଟ୍ଯୁବ ଟପ୍ ପିନ୍ଧିଥିବା ନଜର ଆସିଛନ୍ତି, ଯାହା ପୁରା ବ୍ଯାକଲେସ। ଏହି ଫଟୋରେ ବେଶ୍ ସୁନ୍ଦର ଲାଗୁଛନ୍ତି।

veda k

ବେଦାଙ୍କ ଏହି ଫଟୋରେ ଅନେକ ଭଲ କମେଣ୍ଟ ଦେଇଥିବା ବେଳେ କେବେ ଖରାପ କମେଣ୍ଟ ମଧ୍ୟ ଦେଇଛନ୍ତି। ଏହି ଫଟୋରେ ବେଦାଙ୍କ ପିଠିରେ ଥିବା ଶିବଙ୍କ ଟାଟୁ ମଧ୍ୟ ଦେଖିବାକୁ ମିଳିଛି। ଏହି ଟାଟୁକୁ ଦେଖି ମଧ୍ୟ ଅନେକ ବ୍ଯକ୍ତି କମେଣ୍ଟ ଦେଇଛନ୍ତି।

Leave A Reply

Your email address will not be published.