ରେସଲମାନିଆ ୨୧ରେ ଦୁଇ ପୂର୍ବତନ ବିଶ୍ୱ ଚାମ୍ପିୟନଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଚାହୁଁଛନ୍ତି ଦ ରକ୍‌

ରେସଲମାନିଆ ୨୧ରେ ଷ୍ଟିଙ୍ଗ୍‌ କରିବାକୁ ଚାହୁଁଛନ୍ତି ଦ ରକ୍‌। କେବଳ ସେ ନୁହେଁ ଆହୁରି ଅନେକ ଯୋଦ୍ଧା ଏହି ରେସଲିଂ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବାକୁ ଚାହୁଁଥିବା ଜଣାଯାଇଛି।

Image result for The Rock"

ଟ୍ଵିଟରରେ ଡେଭ ମଲ୍ଟଜର ଟ୍ଵିଟ୍‌ କରି ଲେଖିଛନ୍ତି ଯେ ତିନିଜଣ ରେସଲରଙ୍କ ମଧ୍ୟରେ ରକ୍‌ ଚାହୁଁଛନ୍ତି ମାଚୋମ୍ୟାନ୍‌ ରାଣ୍ଡି ସାଭେଜ୍‌ ଓ ରେ ମାସ୍‌ଟ୍ରିଓ ମାନିଆରେ ତାଙ୍କ ସହ କାମ କରନ୍ତୁ।

ଜିମ୍‌ ରସ୍‌ ଏକ ପୋଟେରେ ଖୁଲାସା କରି କହିଛନ୍ତି ଯେ ୨୦୦୫ ମସିହାରେ ଏକ ମ୍ୟାଚ୍‌ ପାଇଁ ଦ ରକ୍‌ ଷ୍ଟିଙ୍ଗ୍‌ ଚାହୁଁଥିଲେ ଓ ତାଙ୍କୁ ଲାଗୁଥିଲା ଯେ ଦୁଇଜଣଯାକ ଏଥିପାଇଁ ଟଙ୍କା ନେଉଛନ୍ତି।

Image result for Macho Man Randy Savage"

ମଲ୍ଟଜର କହିଛନ୍ତି ମାଚୋ ମ୍ୟାନ ଓ ରେ ମାସ୍‌ଟ୍ରୋଙ୍କ ନାଁ ବିଚାରାଧୀନ ରହିଛି। ଏହି କାରଣରୁ ରକ୍‌ ଉଭୟଙ୍କୁ ନିଜ ବିରୋଧୀ ଭାବେ ଚାହୁଁଛନ୍ତି କି ବୋଲି ସେ ସନ୍ଦେହ ପ୍ରକଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.