ମହିଳା ବକ୍ସିଂରେ ଭାରତକୁ ପଦକ ନିଶ୍ଚିତ ! ଟୋକିଓ ଅଲିମ୍ପିକ୍ସରେ ବକ୍ସର ଲଭଲିନାଙ୍କ ଦମ୍‌ଦାର ବିଜୟ

କେନ୍ଯୁଜ୍: ମହିଳା ବକ୍ସିଂରେ ଭାରତକୁ ପଦକ ନିଶ୍ଚିତ। ଟୋକିଓ ଅଲିମ୍ପିକ୍‌ସରେ ବକ୍ସର ଲଭଲିନାଙ୍କ ଦମ୍‌ଦାର ବିଜୟ। ବସ୍କିଂରେ ସେମିକୁ ଉନ୍ନୀତ ହେଲେ ଲଭଲିନା।

ମହିଳା ୬୪ରୁ ୬୯ କେଜି ବର୍ଗରେ ସେମି ଫାଇନାଲକୁ ଗଲେ ଲଭଲିନା। କ୍ୱାର୍ଟରରେ ଚାଇନିଜ ତାଇପେଇର ନିଏନ୍‌- ଚିନ୍‌ ଚେନଙ୍କୁ ହରାଇଲେ । ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କଲେ ଲଭଲିନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.