ଆଫଗାନିସ୍ତାନର ତୃତୀୟ ବଡ଼ ବିଜୟ: ଇଂଲଣ୍ଡ, ପାକିସ୍ତାନ ପରେ ଶ୍ରୀଲଙ୍କାକୁ କଲା ଧରାଶାୟୀ

ଆଫଗାନିସ୍ତାନର ତୃତୀୟ ବଡ଼ ବିଜୟ । ଇଂଲଣ୍ଡ, ପାକିସ୍ତାନ ପରେ ଶ୍ରୀଲଙ୍କାକୁ ଧରାଶାୟୀ କରିଛି ଦଳ। ୨୪୨ ରନ୍ ର ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଆଫଗାନିସ୍ତାନ। ପୁଣି ଥରେ ଆଫଗାନିସ୍ତା ନିଜ ବ୍ୟାଟିଂ ଅର୍ଡରର ପରାକାଷ୍ଟା ଦେଖାଇଛି।

ଆଫଗାନିସ୍ତାନର ତୃତୀୟ ବଡ଼ ବିଜୟ । ଇଂଲଣ୍ଡ, ପାକିସ୍ତାନ ପରେ ଶ୍ରୀଲଙ୍କାକୁ ଧରାଶାୟୀ କରିଛି ଦଳ। ୨୪୨ ରନ୍ ର ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଆଫଗାନିସ୍ତାନ। ପୁଣି ଥରେ ଆଫଗାନିସ୍ତା ନିଜ ବ୍ୟାଟିଂ ଅର୍ଡରର ପରାକାଷ୍ଟା ଦେଖାଇଛି। ଗତକାଲି ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ କରିଥିଲା ୨୪୧ ରନ୍। ଜବାବାରେ ଆଫଗାନିସ୍ତାନ ୪୬ତମ ଓଭରରେ ମାତ୍ର ୩ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଦଳ ପକ୍ଷରୁ ରେହମତ ଖାନ୍ ଅପରାଜିତ ୫୮ ଓ ଆଜମାତୁଲ୍ଲା ଓମାରଜାଇ ସର୍ବାଧିକ ଅପରାଜିତ ୭୩ ରନ୍ କରିଛନ୍ତି।