ଏସିଆନ ଆଥଲେଟିକ୍ ଚାମ୍ପିଅନସିପ୍ର ମହିଳା ୨ଶହ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ବିଜୟିନୀ ଦୂତୀ ଚାନ୍ଦ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୋହା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨ଶହ ମିଟର ରେସରେ ଦୂତୀ ଜିତିଥିଲେ ବ୍ରୋଞ୍ଜ ପଦକ। ୨୩.୨୪ ସେକେଣ୍ଡରେ ସେ ଅତିକ୍ରମ କରିଥିଲେ ୨୦୦ ମିଟର।
Prev Post
Next Post