ଚତୁର୍ଥ ଟେଷ୍ଟ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୯୦ ରନରେ ଅଲଆଉଟ

ଲଣ୍ଡନ : ଟିମ ଇଣ୍ଡିଆର ସବୁ ବୋଲର ମିଳିମିଶି ଇଂଲଣ୍ଡକୁ ୨୯୦ ରନରେ ଅଲଆଉଟ କରିଦେଲେ । ତଥାପି ଘରୋଇ ଦଳ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂରେ ୯୯ ରନରେ ଆଗୁଆ ରହିଛି ।
ଇଂଲଣ୍ଡ ପକ୍ଷରୁ ଓଲି ପୋପ ସର୍ବାଧିକ ୮୧ ଏବଂ କ୍ରିସ ଓକସ ୫୦ ରନ କରିଥିଲେ । ଭାରତ ତରଫରୁ ଉମେଶ ଯାଦବ ୩, ଯଶପ୍ରୀତ ବୁମରା ୨, ରବୀନ୍ଦ୍ର ଜାଡେଜା ୨ ଓ୍ଵିକେଟ ନେଇଥିଲେ । ଶାରଦୁଲ ଠାକୁର ଓ ମହମଦ ଶିରାଜ ମଧ୍ୟ ଗୋଟିଏ ସଫଳତା ପାଇଥିଲେ । ଏହା ପରେ ଭାରତ ତାର ଦ୍ଵିତୀୟ ଇନିଂସ ଆରମ୍ଭ କରି ୫ ଓଭରରେ ୧୯ ରନ କରିଛି ।

 

score-1

 

score-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.