ହକି ବିଶ୍ୱ କପ୍ : କ୍ୱାର୍ଟରଫାଇନାଲ୍ରେ ଇଂଲଣ୍ଡ ଭେଟିବ ଆର୍ଜେଣ୍ଟିନାକୁ

ଭୁବନେଶ୍ୱର (କେ ନ୍ୟୁଜ୍) : ଆଜି ଖେଳା ଯାଇଥିବା ପ୍ରଥମ୍ କ୍ରସ୍ ଓଭର ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲ୍ରେ ହରାଇ ଇଂଲଣ୍ଡ ହକି ବିଶ୍ୱ କପ୍ କ୍ୱାର୍ଟରଫାନାଲ୍ରେ ପ୍ରବେଶ କରିଛି । କ୍ୱାର୍ଟରଫାଇନାଲ୍ରେ ଇଂଲଣ୍ଡର ମୁକାବିଲା ହେବ ଆର୍ଜେଣ୍ଟିନା ସହ ।
ଏହି ମ୍ୟାଚ୍ର ଉଭୟ ଅର୍ଦ୍ଧରେ ଇଂଲଣ୍ଡ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲା । ଓ୍ଵିଲ୍ କାଲନାନ୍ ୨୫ ମିନିଟ୍ ଓ ଲ୍ୟୁକ୍ ଟେଲର ମ୍ୟାଚ୍ର ୪୪ ମିନିଟ୍ରେ ଗୋଲ୍ ଦେଇଥିଲେ ।
Cannot get over George Pinner’s @GCP01 celebrations! Shows what it means to him!
Congratulations England @EnglandHockey#HWC2018#Odisha2018#HockeyWorldCup2018 #IndiaKaGame#DilHockey @shilpakannan #ENGvNZL @EnglandHockey @BlackSticks pic.twitter.com/9xnpboBT2J
— 🏑World Cup Hockey Updates (@hockey_indian) December 10, 2018
