ପ୍ରଥମଥର ପାଇଁ ୟୁରୋ କପ ୨୦୨୦ ଫାଇନାଲରେ ଇଂଲଣ୍ଡ, ଇଟାଲୀ ସହ ହେବ ଟକ୍କର

କେନ୍ଯୁଜ୍: ୟୁରୋ କପ ୨୦୨୦ ଫାଇନାଲରେ ପହଁଚିଲା ଇଂଲଣ୍ଡ । ସେମିଫାଇନାଲରେ ଡେନମାର୍କକୁ ୨-୧ରେ ହରାଇଲା ଇଂଲଣ୍ଡ । ପ୍ରଥମଥର ପାଇଁ ୟୁରୋ କପ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ରବିବାର ହେବ ଫାଇନାଲ ।

ଫାଇନାଲରେ ଇଂଲଣ୍ଡ-ଇଟାଲୀ ସହ ହେବ ଫାଇନାଲ ଟକ୍କର । ୧୯୬୬ ବିଶ୍ୱ କପ ପରେ ପ୍ରଥମଥର ଇଂଲଣ୍ଡ ସେମିଫାଇନାଲ ଜିତିଛି । ଇଟାଲୀ ଚିରପ୍ରତିନ୍ଦ୍ୱନ୍ଦୀ ସ୍ପେନକୁ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ୪-୨ରେ ହରାଇ ଫାଇନାଲରେ ପ୍ରବେଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.