ବିଜୟୀ ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୧୬ରେ ଆସିବେ ଭୁବନେଶ୍ୱର

ଭୁବନେଶ୍ୱର(କେନ୍ଯୁଜ୍): ଅଗଷ୍ଟ ୧୬ରେ ଆସିବ ଭାରତୀୟ ପୁରୁଷ ହକି ଟିମ୍‌। ଭୁବନେଶ୍ୱର ଆସିବ ବିଜୟୀ ହକି ଟିମ୍‌। ହକି ଟିମ୍‌କୁ ସ୍ୱାଗତ କରିବାକୁ ଅପେକ୍ଷା। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହକି ଟିମ୍‌ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। କହିଲେ ସ୍ୱାଗତ ପାଇଁ ଅପେକ୍ଷା କରିଛୁ।

 

ଐତିହାସିକ ବିଜୟ ପାଇଁ ଦଳକୁ ଶୁଭେଛା ଜଣାଇଛନ୍ତି ନବୀନ। ଭାରତୀୟ ଦଳକୁ ବ୍ରିଲିଆଣ୍ଟ ଇନ୍‌ ବ୍ଲୁ କହିଛନ୍ତି ମୁଖ୍ୟମନ୍ତ୍ରୀ। । ଐତିହାସିକ ବିଜୟ ଆଗାମୀ ପିଢୀ ପାଇଁ ପ୍ରେରଣା ହେବ ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.