ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ, ମହିଳା ଲନ ଵଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ପଦକ ଜିତିଲା ଟିମ ଇଣ୍ଡିଆ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ମହିଳା ଲନ ଵଲରେ ଭାରତକୁ ମିଳିଲା ଆଉ ଏକ ପଦକ । ଦକ୍ଷିଣ ଆଫ୍ରିକା ଦଳକୁ ହରାଇ ସ୍ବର୍ଣ୍ଣ ଜିତିଲା ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୧୭-୧୦ ପଏଣ୍ଟରେ ହରାଇଲା ଟିମ ଇଣ୍ଡିଆ । ଏଯାବତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ଟି ସ୍ଵର୍ଣ ପଦକ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.