ବିଶାଖାପାଟଣାରେ ପ୍ରଥମ ଟେଷ୍ଟ, ଲଞ୍ଚ ସୁଦ୍ଧା ବିନା ଓ୍ଵିକେଟ୍‌ରେ ଭାରତର ୯୧ ରନ୍‌

ବିଶାଖାପାଟଣା : ଏଠାରେ ଆଜି ଆରମ୍ଭ ହୋଇ ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଏହାକୁ ସଠିକ୍‌ ପ୍ରମାଣିତ କରି ଘରୋଇ ଦଳର ଦୁଇ ଓପ୍ନର ଦୃଢ଼ ବ୍ୟାଟିଂ କରିଛନ୍ତି । ଓପ୍ନର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଥିବା ମୟଙ୍କ ୩୯ ରନ୍‌ କରିଛନ୍ତି । ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଭାରତୀୟ ଦଳ କୌଣସି ଓ୍ଵିକେଟ୍‌ ନହରାଇ ୯୧ ରନ୍‌ କରିଛି ।
1st test

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.