ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦: ବିଜୟ ଧାରା ଜାରି ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ

ଆଜି ଦ୍ୱିତୀୟ ଟି-୨୦ । ଭାରତ -ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ବିଜୟ ଧାରା ଜାରି ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୬୮ ରନରେ ଜିତିବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଆଜିର ମ୍ୟା ଜିତି ୨-୦ ଅଗ୍ରଣୀ ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ ।

ଓ୍ଵାର୍ଣ୍ଣର ପାର୍କରେ ଏହି ମ୍ୟାଚ ଖେଳାଯିବ । ବୋଲର ମାନଙ୍କୁ ଏହି ପିଚ୍‌ ସୁହାଇବ । ଆଜିର ମ୍ୟାଚରେ ଯିଏ ଟସ୍‌ ଜିତିବ, ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାକୁ ଚିନ୍ତା କରିବ । ଟିମ ଇଣ୍ଡିଆରେ କୌଣସି ପରିବର୍ତ୍ତନ ହୋଇନପାରେ । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍‌ ଆଜିର ମ୍ୟାଚ ଜିତିବାକୁ ଭରପୁର ଉଦ୍ୟମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.