ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଆଜି ମହିଳା ରିଲେରେ ଭାରତୀୟ ଆଥ୍‌ଲେଟ୍‌ ଦେଖାଇବେ ଦମ୍‌, ଟିମ୍‌ରେ ଅଛନ୍ତି ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଆଥଲେଟ୍ ଦେଖାଇଲେ ଦମ୍ । ୪ ଗୁଣା ୪୦୦ ମିଟର ମହିଳା ରିଲେ ରେସରେ ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ମହିଳା ଟିମ୍ । ଏହି ଟିମ୍ରେ ଅଛନ୍ତି ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ । ନିଜ ହିଟରେ ଭାରତୀୟ ମହିଳା ଟିମ୍ ଦ୍ୱିତୀୟ ସ୍ଥାନରେ ରହିଥିଲା । ଆଜି ଅପରାହ୍ଣ ୫ଟା ୨୪ ମିନିଟରେ ୪ ଗୁଣା ୪୦୦ ମିଟର ରିଲେ ରେସ୍ ଫାଇନାଲ୍ ମୁକାବିଲା ଖେଳାଯିବ ।

Leave A Reply

Your email address will not be published.