ମେ ଫେୟାରର ସୁଇମିଂ ପୁଲରେ ଛୋଟ ଛୁଆଙ୍କ ଭଳି ଜଳକ୍ରୀଡାର ମଜା ଉଠାଇଲେ ବିରାଟ ବାହିନୀ, ଦେଖନ୍ତୁ ଭିଡିଓ  

କେନ୍ୟୁଜ୍(ବ୍ୟୁରୋ):  ମେ ଫେୟାରର ସୁଇମ ପୁଲରେ ମଜା ଉଠାଇଲେ ଭାରତୀୟ କ୍ରିକେଟ ଟିମ୍। ଛୋଟପିଲାଙ୍କ ଭଳି ପରସ୍ପରଙ୍କ ପାଣିରେ ବଲ  ଖେଳିଲେ ଖେଳାଳି। ବାରବାଟୀ ମ୍ୟାଚ ପୂର୍ବରୁ ଆଜି  ସକାଳର ଏହି  ଦ୍‌ଶ୍ୟ ଥିଲା। ଖେଳାଳି ମାନଙ୍କ ୪୦ ସେକେଣ୍ଡର  ଭିଡିଓଟି ବେଶ୍ ମନୋରଞ୍ଜନର ଖୋରାକ୍ ଯୋଗାଉଛି କ୍ରିକେଟର ଫ୍ୟାନମାନଙ୍କୁ । ମ୍ୟୁଜିକର ତାଳେ ତାଳେ ଖେଳାଳି ମାନେ ପାଣି ଭିତରେ ପରସ୍ପରରକୁ  ପୁଟବଲ କ୍ୟାଚ୍ ଦେଇ ଖେଳର ମଜା ଉଠାଇଥିଲେ। ଯେତିକି ସମୟ ପାଣିରେ ଥିଲେ ସମସ୍ତ ଖେଳାଳି ବେଶ୍ ଦିଲଖୁସ୍ ମିଜାଜରେ ଦେଖାଯାଇଥିଲେ।


Video courtesy:-BCCI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.