ଅଶ୍ଵିନଙ୍କ ଧମାକାରେ ପ୍ଲେ ଅଫରେ ରାଜସ୍ଥାନ ରୟାଲ୍ସ,,ପରାଜୟ ସହ ବିଦାୟ ନେଲା ଚେନ୍ନାଇ ସୁପର କିଙ୍ଗ୍ସ

ଅଶ୍ୱିନୀଙ୍କ ଧମାକାରେ ପ୍ଲେ ଅଫରେ ରାଜସ୍ଥାନ ରୟାଲ୍‌ସ ପରାଜୟ ସହ ବିଦାୟ ନେଲା ଚେନ୍ନାଇ ସୁପର କିଙ୍ଗସ୍‌ । ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ ଜରିଆରେ ରାଜସ୍ଥାନ ଶେଷ ମୁକାବିଲାରେ ୫ ଓ୍ଵିକେଟରେ ହରାଇଛି । ଚେନ୍ନାଇ ଦେଇଥିଲା ୧୫୧ ରନର ବିଜୟ ଲକ୍ଷ୍ୟ । ୫ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ରାଜସ୍ଥାନ । ପରାଜୟ ସହ ଆଇପିଏଲ ଅଭିଯାନ ଶେଷ କରିଛି ଚେନ୍ନାଇ । ମୋଇନ ଅଲ୍ଲୀଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଦଳ ପରାଜୟ ବରଣ କରିଛି । ପ୍ରଥମ କ୍ୱାଲିଫାୟର ରାଜସ୍ଥାନ-ଗୁଜରାଟ ମଧ୍ୟରେ ମଙ୍ଗଳବାର ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.