IPL 2023 ଉଦ୍ଯାପନୀ ଉତ୍ସବ: କିଙ୍ଗ, ନ୍ୟୁକ୍ଲେୟା ଏବଂ ରୋକୋଙ୍କ ପରଫରମାନ୍ସରେ କମ୍ପିବ ମଇଦାନ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ । ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଉଦ୍ଯାପନୀ ଉତ୍ସବରେ ପରଫର୍ମ କରିବାକୁ ଥିବା ସେଲିବ୍ରିଟିଙ୍କ ଲିଷ୍ଟ ସାମ୍ନାକୁ ଆସିଛି ।
ଆସନ୍ତାକାଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ଫାଇନାଲ ମ୍ୟାଚ୍ ଖେଳାଯିବ । ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଫାଇନାଲରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ । ଫାଇନାଲ ମ୍ୟାଚ ପୂର୍ବରୁ ଏହି ଷ୍ଟାଡିୟମରେ ଉଦ୍ଯାପନୀ ଉତ୍ସବ ଆୟୋଜନ ହେବ । ତେବେ ଉଦ୍ଯାପନୀ ଉତ୍ସବରେ କେଉଁ ସେଲିବ୍ରିଟି ଯୋଗ ଦେବେ ତା’ର ଲିଷ୍ଟ ଜାରି ହୋଇଛି ।
ଆଇପିଏଲ୍ ଉଦ୍ଯାପନୀ ଉତ୍ସବରେ ଗାୟକ କିଙ୍ଗ, ନୁକ୍ଲେୟା, ଡିଭାଇନ, ଜୋନିତା ଗାନ୍ଧି, କିଙ୍ଗ ରୋକୋ ପରଫର୍ମ କରିବେ । ଉଦ୍ଯାପନୀ ଉତ୍ସବ ୬ଟାରେ ଆରମ୍ଭ ହେବ । ଟସ୍ ୭ଟାରେ ହେବାକୁ ଥିବା ବେଳେ ମ୍ୟାଚ ୭.୩୦ରେ ଖେଳାଯିବ । ଚେନ୍ନାଇ ଟିମ ପୂର୍ବରୁ ଅହମଦାବାଦରେ ପହଞ୍ଚିସାରିଛି ।
Ahmedabad 🏟️ – You are in for a treat! 🙌
Brace yourselves for an iconic evening as King & @NUCLEYA have some power-packed performances in store for you 🎶🌠
How excited are you to witness the two in action 🎤🔥#TATAIPL | #Final pic.twitter.com/58eBwZAFWh
— IndianPremierLeague (@IPL) May 26, 2023
𝗔 𝘀𝘁𝗮𝗿-𝘀𝘁𝘂𝗱𝗱𝗲𝗱 𝗲𝘃𝗲𝗻𝗶𝗻𝗴! ⭐️
The #TATAIPL closing ceremony at the iconic Narendra Modi Stadium 🏟️ has memorable performances written all over it 💥
Prepare to be 𝘼𝙈𝘼𝙕𝙀𝘿 and get ready to be mesmerised by the tunes of @VivianDivine & @jonitamusic 🎶🎶… pic.twitter.com/npVQRd6OX2
— IndianPremierLeague (@IPL) May 26, 2023