ଟୋକିଓ ଅଲିମ୍ପିକ୍‌ସ୍‌କୁ ବିଦେଶୀ ଦର୍ଶକଙ୍କୁ ମନା, ନିଷ୍ପତ୍ତ ନେଲା ଜାପାନ ସରକାର

ଜାପାନ : ଟୋକିଓ ଅଲିମ୍ପିକ୍‌ସ୍‌କୁ ବିଦେଶୀ ଦର୍ଶକଙ୍କୁ ମନା। ଏଭଳି ନିଷ୍ପତ୍ତ ନେଇଛନ୍ତି ଜାପାନ ସରକାର । ବିନା ବିଦେଶୀ ପର୍ଯ୍ୟଟକରେ ହେବ ୨୦୨୧ ଟୋକିଓ ଅଲିମ୍ପିକ୍ସ। କେବଳ ଘରୋଇ ପର୍ଯ୍ୟଟକ କ୍ରୀଡ଼ା ମହାକୁମ୍ଭ ଦେଖିପାରିବେ ।

କରୋନା ସଂକ୍ରମଣ ପାଇଁ ଏଥର ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ସମ୍ଭବପର ନୁହେଁ ବୋଲି ଜାପାନ ସରକାର କହିଛନ୍ତି । କିଛି ଦେଶରେ ଅଧିକ ସଂକ୍ରାମକ ଷ୍ଟ୍ରେନ୍‌ ଚିହ୍ନଟ ହେବା ଜାପାନକୁ ଅଧିକ ଚିନ୍ତାରେ ପକାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.