କିଟ୍ ୟୁନିଭର୍ସିଟିର ବାଜିମାତ, 15’s କାଟାଗୋରୀରେ ଚାମ୍ପିଅନ ହେଲା କିଟ୍

ଭୁବନେଶ୍ୱର : ଅଲ ଇଣ୍ଡିଆ ଇଣ୍ଟର ୟୁନିର୍ଭସିଟି ରବଗି ମହିଳା ଚାମ୍ପିଅନସିପରେ କିଟ୍ ର ବାଜିମାତ ।  15’s କାଟାଗୋରୀରେ କିଟ୍ ଚାମ୍ପିଅନ ହୋଇଥିବା ବେଳେ 7’s କାଟାଗୋରୀରେ ରନର୍ସଅପ୍ ହୋଇଛି।  କିସ୍ ୟୁନିର୍ଭସିଟି ଆୟୋଜନ କରିଥିଲା ଚାମ୍ପିଅନସିପ୍ ।

କିଟ୍-କିସ୍ ଆଥଲେଟିକ୍ ଷ୍ଟାଡିୟମରେ ୪ ଦିନ ଧରି ଚାଲିଥିଲା ମ୍ୟାଚ୍। ଫାଇନାଲ ମ୍ୟାଚରେ 15’s କାଟାଗୋରୀରେ ୟୁନିଭର୍ସିଟି ଅଫ୍ ମୁମ୍ବାଇକୁ ୧୫-୧୦ରେ ହରାଇ ଚାମ୍ପିଅନ୍ସ ଟ୍ରଫି ହାତେଇଛି କିଟ୍।  ସେହିପରି 7-a-side ଫର୍ମାଟରେ କୋହ୍ଲାପୁର ଶିବାଜୀ ୟୁନିଭର୍ସିଟି ଠାରୁ ୫-୧୫ରେ ହାରି ରନର୍ସଅପ ହୋଇଛି କିଟ୍ ୟୁନିଭର୍ସିଟି ।

Also read:ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ବ୍ୟାଡମିଣ୍ଟନ- ୱିମେନ ଚାମ୍ପିଅନସିପରେ କିଟ୍ ବିଶ୍ବବିଦ୍ୟାଳୟ

 

 

You might also like