ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି, ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ ନେବେ ଭାଗ

ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି । ଭାରତୀୟ ଟିମରେ ଗୋଲକିପର ଭାବେ ଖେଳିବାକୁ ସଞ୍ଜୁକ୍ତା ମନୋନୀତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ ସେ ଭାଗ ନେବେ । ୧୦ରୁ ୨୪ ସେପ୍ଟେମ୍ବର ଯାଏ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.