IPL-୧୫ ନିଲାମୀର ଦ୍ୱିତୀୟ ଦିନ: ଜାଣନ୍ତୁ ଆଉ କେଉଁ ପ୍ଲେୟାର୍ସଙ୍କୁ କେଏ କେତେ ଟଙ୍କାରେ କିଣିଲା

କେନ୍ୟୁଜ୍(ବ୍ୟୁରୋ):  ବେଙ୍ଗାଳୁରୁରେ IPL-୧୫ ନିଲାମୀର ଦ୍ୱିତୀୟ ଦିନରେ ଇଂଲଣ୍ଡ କ୍ରିକେଟର ଲିଆମ ଲିଭିଂଷ୍ଟୋନ୍‌ଙ୍କୁ ୧୧.୫ କୋଟିରେ କିଣିଲା ପଞ୍ଜାବ କିଙ୍ଗସ । ଏଡେନ୍‌ଙ୍କୁ ୨.୬ କୋଟିରେ କିଣିଛି ହାଇଦ୍ରାବାଦ। ଅଜିଙ୍କ୍ୟ ରାହାଣେଙ୍କୁ ୧ କୋଟିରେ କିଣିଲା KKR। ମନଦୀପ ସିଂଙ୍କୁ ଦିଲ୍ଲୀ କ୍ୟାପିଟାଲ ୧.୧୦ କୋଟିରେ କିଣିଛି । ଜୟନ୍ତ ଯାଦବଙ୍କୁ ୧.୭୦ କୋଟି ଓ ବିଜୟ ଶଙ୍କରଙ୍କୁ ୧.୪୦ କୋଟିରେ କିଣିଛି ଗୁଜରାଟ ଟାଇଟନ୍ସ । େଓ୍ଵଷ୍ଟଇଣ୍ଡିଜର ଡୋମିନିକ୍‌ ଡ୍ରେକ୍‌ସଙ୍କୁ ୧.୧୦ କୋଟିରେ କିଣିଲା ଗୁଜରାଟ ଟ୍‌ଇଟନ୍‌ସ ।

ସେହିପରି ଇଣ୍ଡିଜ ଅଲରାଉଣ୍ଡର ଓଡେନ୍‌ ସ୍ମିଥ୍‌ଙ୍କୁ ୬ କୋଟିରେ କିଣିଲା ପଞ୍ଜାବ କିଙ୍ଗସ ।  ସେପଟେ ଆଇପିଏଲ ନିଲାମରେ ବିକ୍ରି ହେଲେନି ଚେତେଶ୍ୱର ପୂଜାରା, ଇଅନ୍‌ ମୋର୍ଗାନ, ଆରୋ ଫିଞ୍ଚ ଓ ଲାବୁସାଙ୍ଗେ।

 

Leave A Reply

Your email address will not be published.