ରାଜସ୍ଥାନ ରୟାଲସ୍‌କୁ ୭ ଓ୍ଵିକେଟରେ ହରାଇଲା କୋଲକାତା

ରାଜସ୍ଥାନ ରୟାଲ୍ସକୁ ହରାଇ ପରାଜୟ ଧାରା ଭାଙ୍ଗିଲା କୋଲକାତା । କ୍ରମାଗତ ପଞ୍ଚମ ପରାଜୟ ପରେ ଶେଷରେ ପରାଜୟ ଧାରା ଭାଙ୍ଗିଛି କୋଲକାତା । ରାଜସ୍ଥାନକୁ ୭ ଓ୍ଵିକେଟରେ କୋଲକାତା । ରାଜସ୍ଥାନକୁ ହରାଇ ପ୍ଲେ ଅଫ୍‌ ଆଶା ଉଜ୍ଜିବୀତ ହୋଇଛି । କେକେଆର ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ କ୍ରମାଗତ ଦ୍ୱିତୀୟ ପରାଜୟ ।

ପ୍ରଥମେ ବ୍ୟାଟିଂ କରି ସଞ୍ଜୁ ସାମସନଙ୍କ ୫୪ ରନ ଏବଂ ହେଟମାୟରଙ୍କ ଦ୍ରୁତ ୨୭ ରନ ବଳରେ ୫ ଓ୍ଵିକେଟ ହରାଇ ୧୫୨ ରନ କରିଥିଲା । ଜବାବରେ କୋଲକାତା ନୀତିଶ ରାଣାଙ୍କ ଅପରାଜିତ ୪୮ ଓ ରିଙ୍କୁ ସିଂଙ୍କ ଅପରାଜିତ ୪୨ ରନ ବଳରେ ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.