ଅଲିମ୍ପିକ୍‌ସରେ ଦେଶକୁ ମିଳିଲା ତୃତୀୟ ପଦକ: ବକ୍ସିଂରେ ଲଭଲିନାଙ୍କୁ ବ୍ରୋଞ୍ଜ

ଟୋକିଓ: ଅଲିମ୍ପିକ୍‌ସରେ ମହିଳା ଚମକ। ଭାରତକୁ ଆଉ ଏକ ବ୍ରୋଞ୍ଜ। ଟୋକିଓ ଅଲିମ୍ପିକ୍ସ ବକ୍ସିଂରେ ଲଭ୍‌ଲିନାଙ୍କୁ ବ୍ରୋଞ୍ଜ ପଦକ ହାସଲ। ୬୯ କେଜି ବର୍ଗ ସେମିଫାଇନାଲରେ ତୁର୍କୀ ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ପରାସ୍ତ ହେଲେ ଲଭ୍‌ଲିନା।

ଦେଶକୁ ତୃତୀୟ ପଦକ ଦେଲେ ମହିଳା ବକ୍ସର ଲଭ୍‌ଲିନା। ଟୋକିଓ ଅଲିମ୍ପିକ୍‌ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.