୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଏକ ମାତ୍ର ଓଡ଼ିଆ ଖେଳାଳି ମଞ୍ଜୁ ଗଞ୍ଜୁ

କେନ୍ୟୁଜ୍: ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଏକ ମାତ୍ର ଓଡ଼ିଆ ଖେଳାଳି ମଞ୍ଜୁ ଗଞ୍ଜୁ। ସୁନ୍ଦରଗଡ଼ ଜିଲ୍ଲା ବେମଡ଼ା ଗାଁ ମଞ୍ଜୁ ପୂର୍ବରୁ ୨୦୧୭ ମସିହାରେ ୧୪ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ ଥିଲେ। ଏବେ ପୁଣି ୧୭ ବର୍ଷ ଦଳରେ ଚୟନ ଶିବିର ପାଇଁ ମନୋନୀତ ହୋଇଛନ୍ତି। ୨୦୦୬ରେ ସେ ପ୍ରଥମ ଥର ଲାଗି ବ୍ଲକ ସ୍ତରୀୟ କ୍ରିଡା ପ୍ରତିଭା ଚୟନ ଶିବରରେ ସାମିଲ ହୋଇ, ଲୋକଲୋଚନକୁ ଆସିଥିଲେ। ଏବେ ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଯୋଗ ଦେବାକୁ ଗୋଆ ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.