FIH ପୁରୁଷ ହକି ସିରିଜ ପାଇଁ ଦଳ ଘୋଷିତ, ୧୮ ଜଣିଆ ଭାରତୀୟ ଦଳରେ ୨ ଓଡ଼ିଆ ସାମିଲ

କେନ୍ୟୁଜ୍ : ଆସନ୍ତା ଜୁନ୍‌ ୬ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ପୁରୁଷ ହକି ମ୍ୟାଚ୍‌ । ଏଥିପାଇଁ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି । ୧୮ ଜଣିଆ ଭାରତୀୟ ହକି ଦଳରେ ସ୍ଥାନ ପାଇଛନ୍ତି ୨ଜଣ ଓଡ଼ିଆ । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଦଳରେ ସାମିଲ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.