Categories: କ୍ରୀଡା

କ୍ରିକେଟ ଜର୍ସି ଛାଡ଼ି ସେନା ବର୍ଦ୍ଦି ପିନ୍ଧିବେ ମହେନ୍ଦ୍ର ସିଂ ଧୋନୀ, ବ୍ୟାଟ୍‌ ବଦଳରେ ଧରିବେ ବନ୍ଧୁକ

ନୂଆଦିଲ୍ଲୀ: କ୍ରିକେଟ ଜର୍ସି ଛାଡ଼ି ସେନା ବର୍ଦ୍ଦି, ବ୍ୟାଟ୍‌ ବଦଳରେ ବନ୍ଧୁକ ଧରିବେ ମାହି। ପଡ଼ିଆରେ ପ୍ରତିପକ୍ଷଙ୍କୁ ଚେକ୍‌ମେଟ୍‌ ଦେଉଥିବା ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ସୀମାରେ ଶତ୍ରୁଙ୍କୁ ଜଗିବେ। ଆଜିଠାରୁ ୧୦୬ ଟେରିଟୋରିଆଲ୍‌ ଆର୍ମି ବାଟାଲିଅନରେ ଯୋଗ ଦେଇଛନ୍ତି ଧୋନି। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସେ ଟ୍ରେନିଂ କରିବେ। ଏହି ୟୁନିଟ୍‌ କାଶ୍ମୀରରେ ରହିଛି ଓ ଭିକ୍ଟର ଫୋର୍ସର ଅଂଶ। ଏଥିପାଇଁ ସେ ଶ୍ରୀନଗରରେ ପହଞ୍ଚି ସାରିଛନ୍ତି। ଧୋନି ଟେରିଟୋରିଆଲ୍‌ ଆର୍ମିର ପାରାଚୁଟ୍‌ ରେଜିମେଣ୍ଟରେ ଲେଫ୍ଟେନାଣ୍ଟ କର୍ଣ୍ଣେଲ ଅଛନ୍ତି। ସେ କାଶ୍ମୀରରେ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି କରିବା ସହ ପୂରା ଦିନ ଯବାନଙ୍କ ସହ ରହିବେ। ସେନା କାର୍ଯ୍ୟରେ ଯୋଗ ଦେବାକୁ େଓ୍ଵଷ୍ଟଇଣ୍ଡିଜ ଗସ୍ତରୁ ଓହରିଥିଲେ ଧୋନି। ୨୦୧୧ରେ ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ବିଜୟୀ କରାଇବା ପରେ ମାହିଙ୍କୁ ସେନା ପକ୍ଷରୁ ଲେଫ୍ଟେନାଣ୍ଟ କର୍ଣ୍ଣେଲ ସମ୍ମାନ ଦିଆଯାଇଥିଲା।

 

KNews Bureau

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

21 mins ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

35 mins ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

49 mins ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

59 mins ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

1 hour ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

2 hours ago