କ୍ରୀଡା

ପୁଣି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ , ପ୍ୟାଟ କମିନ୍ସଙ୍କ ଛକା ଚଉକା ବର୍ଷାରେ ଜିତିଲା କୋଲକାତା ନାଇଟ ରାଇଡର୍ସ

ବ୍ୟୁରୋ:ପୁଣି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ୟାଟ କମିନ୍ସଙ୍କ ଛକା ଚଉକା ବର୍ଷାରେ ଜିତିଲା କୋଲକାତା ନାଇଟ ରାଇଡର୍ସ । କୋଲକାତା ବିପକ୍ଷରେ ପୁଣି ମ୍ୟାଚ ହାରିଲା ରୋହିତ ଶର୍ମାଙ୍କ ଟିମ୍‌ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୪ ଓ୍ଵିକେଟ ହରାଇ ୧୬୧ ରନ କରିଥିଲା ।

ଜବାବରେ KKR ୫ ଓ୍ଵିକେଟରେ ୧୬ ଓଭର ଖେଳି ମ୍ୟାଚ ଜିତି ନେଇଛି । ଦଳପକ୍ଷରୁ ଭେଙ୍କଟେସ ଆୟର ଓ ପ୍ୟାଟ କମିନ୍ସ ଜବରଦସ୍ତ ବ୍ୟାଟିଂ କରିଥିଲେ । ଭେଙ୍କଟେସ ୪୦ ବଲରେ ୫୦ ରନ କରି ଅପରାଜିତ ଥିବା ବେଳେ କମିନ୍ସ ମାତ୍ର ୧୫ ବଲରେ ଧୂଆଁଧାର ବ୍ୟାଟିଂ କରି ୫୬ ରନ କରିଥିଲେ ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago