କୋହଲିଙ୍କ ପାଇଁ ମୋର ବ୍ରେକଅପ ହେଇଗଲା : ଫ୍ୟାନ୍ସ ପୋଷ୍ଟର

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ୩୦ମାର୍ଚ୍ଚ ରାତିରେ ଖେଳାଯାଇଥିବା ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା । ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ବାଜି ମାରିନେଇଥିଲା ଆରସିବି । ମ୍ୟାଚକୁ ନିଜ ନାଁରେ କରିବାରେ ସକ୍ଷମ ହୋଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର । ୩ୱିକେଟରେ କେକେଆର ବିପକ୍ଷରେ ଜିତ ହାସିଲ କଲା ଦଳ ।

virat...123
Picture credit-FGN News

ତେବେ ଏହି ମ୍ୟାଚ ମଧ୍ୟରେ ଅନେକ କିଛି ଦୃଶ୍ୟ ଆସିଥିଲା । ଜଣେ ପ୍ରଶଂସକ ଏକ ମଜାଳିଆ ପୋଷ୍ଟର ଆଣି ଷ୍ଟାଡିୟମରେ ଛିଡା ହୋଇଥିଲେ । ପୋଷ୍ଟରେ ଲେଖାଥିଲା କି ବିରାଟ କୋହଲିଙ୍କ କାରଣରୁ ତାଙ୍କ ଗଲଫ୍ରେଣ୍ଡ ତାଙ୍କଠୁ ବ୍ରେକଅପ କରିନେଲେ । ତା ସହ ମ୍ୟାଚରେ ଏଭଳି ଅନେକ କିଛି ଭୂଲ ହୋଇଥିଲା ଯେଁଉଁଥିପାଇଁ ଭଳ ଖେଳି ମଧ୍ୟ ପୂରା ମ୍ୟାଚକୁ ହାତଛଡା କରିଥିଲା କେକେଆର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.