ଭାରତୀୟ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଲେ ନବୀନ !

ଭୁବନେଶ୍ବର : ସ୍ପନ୍ ବିପକ୍ଷରେ ଭାରତୀୟ ମହିଳା ହକି ଟିମ୍ର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂପୂର୍ଣ୍ଣ ମହିଳା ହକି ଟିମ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଖେଳାଳିଙ୍କଠାରେ ବ୍ରାଣ୍ଡ ଓଡ଼ିଶାକୁ ଦେଖି ବେଶ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Congratulations to Indian Hockey Women’s team on impressive display of spirit & quality on field to end Spain tour on a high. It’s definitely a great feeling to see ‘brand Odisha’ proudly displayed on our players. Odisha is committed to support #Hockey to rise to greatest heights pic.twitter.com/SP1XZAv5sD
— Naveen Patnaik (@Naveen_Odisha) June 20, 2018
ଟ୍ଵିଟ୍ କରି ନବୀନ ଲେଖିଛନ୍ତି ଯେ, ହକିର ପ୍ରଚାର ପ୍ରସାର ସହ ଏହାକୁ ଉଚ୍ଚସ୍ତରକୁ ନେବା ପାଇଁ ଓଡ଼ିଶା ପ୍ରତିଶୃତିବଦ୍ଧ । ସ୍ପେନ୍ ଗସ୍ତରେ ଯାଇ ଓଡ଼ିଶା ଚାମ୍ପିଅନ୍ ହୋଇଛି । ୫ଟି ମ୍ୟାଚରେ ସ୍ପେନକୁ ୪-୧ରେ ହରାଇ ଦଳ ଟାମ୍ପିଅନ୍ ହୋଇଛି ।