ଦିଲ୍ଲୀ ହର୍ସ ସୋ’ରେ ବ୍ରୋଞ୍ଜ ପଦକ ଜିତିଲେ ଓଡ଼ିଆ ଝିଅ ୠଷିତା ସାମନ୍ତରାୟ

ୠଷିତା ସାମନ୍ତରାୟ ଜାତୀୟ ସ୍ତରରେ ପାଇଛନ୍ତି ଭିନ୍ନ ଏକ ସଫଳତା । ଦିଲ୍ଲୀ ହର୍ସ ସୋ’ରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ସେ ଏହି ହର୍ସ ସୋ’ରେ ଭାଗ ନେଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଆ ଝିଅ ୠଷିତା ସାମନ୍ତରାୟ । ଜାତୀୟ ସ୍ତରରେ ପାଇଛନ୍ତି ଭିନ୍ନ ଏକ ସଫଳତା । ଦିଲ୍ଲୀ ହର୍ସ ସୋ’ରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ସେ ଏହି ହର୍ସ ସୋ’ରେ ଭାଗ ନେଇଥିଲେ ।
ଏକ କଷ୍ଟକର ଖେଳରେ ଅଛନ୍ତି ୠଷିତା । ଖୁବ୍‌ ନିଷ୍ଠାର ପରିଶ୍ରମ କରି ସେ ଅତି କମ୍‌ ବୟସରେ ଏହି ସଫଳତା ପାଇଛନ୍ତି । ଆଗକୁ ଏହି କ୍ରୀଡ଼ାରେ ସେ ଆହୁରି ବଡ଼ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଏହି ଖେଳ ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥିବାରୁ ୠଷିତା ସହଯୋଗ ଲୋଡ଼ିଛନ୍ତି ।

RISHITA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.