ଅଲ୍ଟିମେଟ ଖୋ ଖୋରେ ଓଡ଼ିଶା ଚାମ୍ପିଅନ୍‌, ଶୁଭେଛା ଜଣାଇଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):   ଅଲ୍ଟିମେଟ ଖୋ ଖୋରେ ଓଡ଼ିଶା ଚାମ୍ପିଅନ୍‌। ତେଲୁଗୁ ଯୋଦ୍ଧାସ୍‌କୁ ହରାଇ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ । ତେଲୁଗୁ ଯୋଦ୍ଧାସ୍‌କୁ ୧ ପଏଣ୍ଟରେ ହରାଇ ଚାମ୍ପିଅନ୍‌ ହେଲା ଓଡ଼ିଶା ଜଗରନଟ୍ସ । ଓଡ଼ିଶା ଜଗରନଟ୍ସ ୪୬ ପଏଣ୍ଟ କରିଥିବା ବେଳେ ତେଲୁଗୁ ଯୋଦ୍ଧାସ୍‌ ୪୫ ପଏଣ୍ଟ କରିଥିଲା । ପୁନେର ଛତ୍ରପତି ଶିବାଜୀ ସ୍ପୋର୍ଟସ କକ୍ଲେକ୍ସରେ ଖେଳାଯାଇଥିଲା ଏହି ଲିଗ୍‌ ।ଓଡ଼ିଶା ଦଳରେ ଖେଳୁଥିବା କିସ୍‌ ଛାତ୍ର ଅର୍ଜୁନଙ୍କୁ ଶୁଭେଛା ଜଣାଇଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.