ପୁନେଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ରୋଲ୍ ବଲ୍ ସ୍କେଟିଂ ଚାମ୍ପିଅନସିପରେ ଭାଗ ନେବ ଓଡ଼ିଶା

ଭୁବନେଶ୍ବର (କେନ୍ୟୁଜ୍) : ପୁନେଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ରୋଲ୍ ବଲ୍ ସ୍କେଟିଂ ଚାମ୍ପିଅନସିପରେ ଭାଗ ନେବ ଓଡ଼ିଶା । ସିନିଅର ୧୪ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ଏଥିରେ ଭାଗ ନେବ । ଚଳିତ ସିଜିନରେ ପ୍ରଥମଥର ପାଇଁ ଓଡ଼ିଶାର ବାଳିକା ବିଭାଗ ଭାଗନେଉଥିବାରୁ ସେମାନେ ବେଶ ଉତ୍ସାହିତ ଅଛନ୍ତି । ପ୍ରତିଯୋଗୀମାନଙ୍କୁ ଓଡ଼ିଶା ରୋଲ୍ ବଲ୍ ଆସୋସିଏସନ୍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରତିଯୋଗୀମାନେ କିଭଳି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିପାରିବେ ସେଥିପାଇଁ ଅଭ୍ୟାସ କ୍ୟାମ୍ପର ଆୟୋଜନ କରାଯାଉଥିବା ଓଡ଼ିଶା ରୋଲ୍ବଲ୍ ଆସୋସିଏସନ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.