ହକି ଇଣ୍ଡିଆ ସଭାପତି ପାଇଁ ନାମାଙ୍କନ ଭରିଲେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ

କେନ୍ୟୁଜ୍(ବ୍ୟୁରୋ): ହକି ଇଣ୍ଡିଆ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ଅକ୍ଟୋବର ୧ରେ ହକି ଇଣ୍ଡିଆରେ ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ହେବ । ୯ ତାରିଖ ପୂର୍ବରୁ ହକି ଇଣ୍ଡିଆର ସମସ୍ତ ପଦ ପଦବୀ ପୂରଣ କରିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ହକି ପ୍ରମୋସନ କାଉସିଲର ଅଧକ୍ଷ ଅଛନ୍ତି ଦିଲ୍ଲୀପ ତିର୍କୀ । ତେବେ ସଭାପତି ଭାବେ ନିର୍ବାଚିତ ହେବେ ବୋଲି ଦୃଢ ବିଶ୍ୱାସ ରଖିଛନ୍ତି ଦିଲ୍ଲୀପ ତିର୍କୀ । ଏନେଇ ପଶ୍ଚିମବଙ୍ଗ, ଆସାମ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ସହ କଥା ହୋଇଛନ୍ତି । ଏହା ସହ ଅନ୍ୟ ରାଜ୍ୟ ଗୁଡିକ ସହ ମଧ୍ୟ କଥା ହୋଇଛନ୍ତି । ସବୁଠାରୁ ପଜିଟିଭ୍‌ ଉତ୍ତର ଆସିଥିବା କହିଛନ୍ତି ଦିଲ୍ଲୀପ ତିର୍କୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.