ପ୍ରତିଶୋଧ ପାଇଁ WWEକୁ ଓହ୍ଲାଇଲେ ବାପ-ପୁଅ ! ବ୍ରକ୍‌ ଲେସନରଙ୍କୁ ଚେୟାର ଏବଂ ଲାଠିରେ ଦେଲେ ମାଡ, ଦେଖନ୍ତୁ ଭିଡିଓ

WWEର ସବୁଠାରୁ ଚର୍ଚ୍ଚିତ ଇଭେଣ୍ଟ ସର୍ଭାଇବର ସିରିଜ୍‌ ଏହି ରବିବାର ଦିନ ହୋଇଥିଲା। ଯେଉଁଥିରେ ଡବ୍ଲ୍ୟୁଡବ୍ଲ୍ୟୁଇ ଚ୍ୟାମ୍ପିୟନ ବ୍ରକ୍‌ ଲେସନର ମୁକାବିଲା ରେ ମିଷ୍ଟିରୀୟୋଙ୍କ ସହିତ ହେଲା। ଏହି ମୁକାବିଲା ବହୁତ ରୋଚକପୂର୍ଣ୍ଣ ଥିଲା କାରଣ ରେ-ମୋଷ୍ଟିରୀୟୋ ନିଜ ପୁଅ ପାଇଁ ପ୍ରତିଶୋଧ ନେବେ ବୋଲି ରିଂଗକୁ ଆସିଥିଲେ।

brakଗତ କିଛି ଦିନ ପୂର୍ବରୁ ବ୍ରକ୍‌ ଲେସନର ରେ ମିଷ୍ଟିରୀୟୋଙ୍କ ପୁଅକୁ ବହୁତ ପିଟିଥିଲେ। ଯାହାପରେ ସେବେ ଠାରୁ ରେ ମିଷ୍ଟିରିୟୋ ନିଜ ପୁଅକୁ କଥା ଦେଇଥିଲେ ପ୍ରତିଶୋଧ ନେବା ପାଇଁ। ସର୍ଭାଇବର ସିରିଜରେ ଦୁହିଁଙ୍କ ମୁକାବିଲା ଡବ୍ଲ୍ୟୁଡବ୍ଲ୍ୟୁଇ ଚ୍ୟାମ୍ପିୟନସିପ୍‌ ପାଇଁ ହୋଇଥିଲା। ଯେଉଁଥିରେ ରେ ମିଷ୍ଟିରୀୟୋ ଏବଂ ତାଙ୍କ ପୁଅ ଡୋମିନିକ ବ୍ରକଙ୍କୁ ଚେୟାର ଏବଂ ଲାଠିରେ ପିଠିଥିଲେ। କିନ୍ତୁ ଏଥିରେ ବ୍ରକ୍‌ ଲେସନର ପୁଣି ଥରେ ବିଜୟ ହାସଲ କଲେ। ସେହିପରି ଏହି ଦୁହେଁ ବାପା ପୁଅ ମଧ୍ୟ ତାଙ୍କ ପ୍ରତିଶୋଧ ନେବାରେ ସଫଳ ହେଲେ।

Video Courtsey: World Wrestling Entertainment

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.