RCBର ହ୍ୟାଟ୍ରିକ ବିଜୟ, ୪ ୱିକେଟରେ ଗୁଜରାଟ ଟାଇଟନ୍ସକୁ ହରାଇଲା ବେଙ୍ଗାଳୁରୁ

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ହ୍ୟାଟ୍ରିକ ବିଜୟ । ବେଙ୍ଗାଳୁରୁରେ ଗୁଜରାଟକୁ ହରାଇଲା RCB । ୪ ୱିକେଟରେ ଗୁଜରାଟ ଟାଇଟନ୍ସକୁ ହରାଇଛି ଆରସିବି । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଆରସିବି ୧୩.୪ ଓଭରରେ ୬ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା ।

(କେନ୍ୟୁଜ): ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ହ୍ୟାଟ୍ରିକ ବିଜୟ । ବେଙ୍ଗାଳୁରୁରେ ଗୁଜରାଟକୁ ହରାଇଲା RCB । ୪ ୱିକେଟରେ ଗୁଜରାଟ ଟାଇଟନ୍ସକୁ ହରାଇଛି ଆରସିବି । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଆରସିବି ୧୩.୪ ଓଭରରେ ୬ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା । ଆରସିବି ପାଇଁ ଫାଫ୍ ଡୁପ୍ଲେସିସ୍ ଦ୍ରୁତତମ ୬୪ ରନ୍ ଓ କୋହଲି ୪୨ ରନ୍ କରିଥିଲେ । ଡିକେଙ୍କ ଅପରାଜିତ ୨୧ ରନ ବଳରେ ଆରସିବି ୬ ୱିକେଟରେ ବିଜୟ ଲାଭ କରିଛି । ୧୧ଟି ମ୍ୟାଚରେ ଏହା ବେଙ୍ଗାଳୁରୁର ଚତୁର୍ଥ ବିଜୟ ।