କିଟ୍‌ ହକି ଷ୍ଟାଡିୟମରେ ସାଇ ଅଲ ଇଣ୍ଡିଆ ଇଣ୍ଟର ରିଜିଓନାଲ ହକି ଟୁର୍ଣ୍ଣମେଣ୍ଟ – ୨୦୧୮

ଭୁବନେଶ୍ବର(କେନ୍ୟୁଜ୍) : କିଟ୍‌ ହକି ଷ୍ଟାଡିୟମରେ ଚାଲିଛି ସାଇ ଅଲ ଇଣ୍ଡିଆ ଇଣ୍ଟର ରିଜିଓନାଲ ହକି ଟୁର୍ଣ୍ଣମେଣ୍ଟ – ୨୦୧୮ । ସିନିୟର ବିଭାଗରେ ତିନୋଟି ଟିମ୍‌ ଓ ଜୁନିୟର ବିଭାଗରେ ଆଠଟି ଟିମ୍‌ ଓ ପାଞ୍ଚଟି ସବ-ଜୁନିଅର ଟିମ ଭାଗ ନେଇଛନ୍ତି । ଉଭୟ ପରୁଷ ଓ ମହିଳା ଟିମ ଦମଦାର ଖେଳ ପ୍ରଦର୍ଶନ କରୁଛି । ଆସନ୍ତା ୧୩ ତାରିଖ ପର୍ଯ୍ଯନ୍ତ ଟୁର୍ଣ୍ଣାମେଣ୍ଟ ଚାଲିବ ।

You might also like